ସୁବର୍ଣ୍ଣପୁର ର ବୀରମହାରାଜପୁର କୁ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ .

ଭୁବନେଶ୍ବର: ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜାପୁର ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି |  ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଗତକାଲି 34 ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ବିଷୟ ଘୋଷଣା କରିଥିଲେ |  ବୀରମହାରାଜପୁର…

ଗୁଣପୁରର ବଂଶଧାରାର ପବିତ୍ର ସଙ୍ଗମ ସ୍ଥଳୀରେ ମାଘ ବୁଡ଼ ଏବଂ ଗଙ୍ଗା ଆଳତି ଅନୁଷ୍ଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସ୍ଥାନୀୟ ଲିମାମେଡା ଗ୍ରାମ ନିକଟରେ ଥିବା ଦକ୍ଷିଣ ଓଡ଼ିଶାର ଏକମାତ୍ର ତ୍ରିବେଣୀ ସଙ୍ଗମସ୍ଥାନ ରେ ଶନିବାର ମାଘ ପୂର୍ଣ୍ଣିମା ଅବସରରେ ବୁଡ଼ ପକାଇବା ସହ ହୋମ ଯଜ୍ଞ ଓ ଗଙ୍ଗା ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଠାରେ ବଂଶଧାରା, ପୁରାଣ ବର୍ଣ୍ଣିତ…

ବିଜେଡି ଟିକଟ ପାଇଁ ପ୍ରାୟ ୧୦୦୦୦ରୁ ଅଧିକ ଲୋକ କଲେଣି ଆବେଦନ : ପ୍ରଣବ ପ୍ରକାଶ ଦାସ

ବହୁ ସଂଖ୍ୟକ ପେଶାଦାର ବ୍ୟକ୍ତି ଏବଂ ଜାତୀୟ ରାଜନୈତିକ ଦଳମାନଙ୍କର ନେତା ବି ଆବେଦନ କରିଛନ୍ତି ଟିକଟ ଚିନ୍ତାରେ ଦଳୀୟ ବିଧାୟକ ଓ ନେତା , ଟିକେଟ ପାଇବେ ନା ବାହାରୁ ଆସି ମାରିନେବେ ଟିକେଟ ଭୁବନେଶ୍ୱର : ବିଜେଡି ପ୍ରାର୍ଥୀ ହେବାପାଇଁ ପ୍ରାୟ ୧୦୦୦୦ରୁ ଅଧିକ ଲୋକ ଆବେଦନ…

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ବିଧାୟକଙ୍କ ଷ୍ଟେସନ ପରିଦର୍ଶନ

https://youtu.be/X5qx33Gx1Ns ପାରଳାଖେମୁଣ୍ଡି : ଆସନ୍ତା ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମୃତ ଷ୍ଟେସନ ଯୋଜନା ରେ ପାରଳାଖେମୁଣ୍ଡି ରେଳ ଷ୍ଟେସନ ନବୀକରଣ ର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅଭାସି ମାଧ୍ୟମରେ ଯୋଗ ଦେବେ ତେବେ ଏହା…

ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ଉଡାଣ ୨୦୨୪’: କୃଷକ ଓ ବୈଜ୍ଞାନିକ ଏକତ୍ରିତ, କୃଷିରେ ନବସୃଜନତା ଉପରେ ଆଲୋଚନା

ବ୍ରହ୍ମପୁର, ଫେବ୍ରୁଆରି ୨୪, ୨୦୨୪: ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଆୟୋଜିତ ଦୁଇଦିନିଆ ‘ଉଡାଣ ୨୦୨୪’ କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ କୃଷକ ଓ ବୈଜ୍ଞାନିକମାନେ ଏକତ୍ରୀତ ହୋଇ ଦୀର୍ଘସ୍ଥାୟୀ ଜଳବାୟୁ କୃଷିରେ ନବସୃଜନତା ଉପରେ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ…

ସମ୍ବଲପୁର କୁଚିଣ୍ଡାରେ ବିରାଟ ଧନୁଯାତ୍ରା ମହୋତ୍ସବରେ କେନ୍ଦ୍ରମନ୍ତ୍ରୀ

ଧନୁଯାତ୍ରା ଆମର ଶୌର୍ଯ୍ୟ, ଧୈର୍ଯ୍ୟ ଓ ଶକ୍ତିର ପ୍ରତୀକ - ଧର୍ମେନ୍ଦ୍ର ପ୍ରଧାନ • ଧନୁଯାତ୍ରା ହେଉଛି ଆମର ଲୋକକଳା, ଲୋକ ପରମ୍ପରା • ଡାକ ବିଭାଗ ପକ୍ଷରୁ ନିକଟରେ ଧନୁଯାତ୍ରା ଉପରେ ଦୁଇଟି ଡାକ ଟିକଟ ଉନ୍ମୋଚନ ହେବା ଆମ ରାଜ୍ୟ ପାଇଁ ବଡ ଉପଲବ୍ଧି • ଦୀର୍ଘ ୩୦ ବର୍ଷ ଧରି…

ପାରଳା ପୌରାଞ୍ଚଳର ୧୦ ୱାର୍ଡରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରାଞ୍ଚଳର ୧୦ ନମ୍ବର ୱାର୍ଡରେ ଶନିବାର ଦିନ ଘରେ ଘରେ ଶଙ୍ଖ ପ୍ରଚାର କରିବା ସହିତ ଶଙ୍ଖ ଚିହ୍ନ ପୋଷ୍ଟର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ…

ବେଲଗୁଣ୍ଠାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ମେଳା ଏବଂ ଲକ୍ଷ୍ମୀ ବସ୍ ଉଦ୍‌ଘାଟନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ରେ ମଧୁବାବୁ ପେନସନ ଯୋଜନାରେ ନୂତନ ଭାବେ ସାମିଲ୍ ହୋଇଥିବା ହିତାଧିକାରୀଙ୍କ ପାଇଁ ଭତ୍ତା ବଣ୍ଟନ ମେଳା ଅନୁଷ୍ଠିତ ହେବା ସହ ବ୍ଳକ୍ ର ଜନସାଧାରଣଙ୍କ ପାଇଁ ଲକ୍ଷ୍ମୀ ବସ୍ ମଧ୍ୟ ଉଦ୍ଘାଟିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ…

କୁଣ୍ଡାଖାଇ ଠାରେ ନୂତନ ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଉଦ୍ଘାଟିତ

 ଗାଇସିଲାଟ/ମନ ଡନସନା- ଗାଇସିଲେଟ ବ୍ଲକ କୁଣ୍ଡଖାଇ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ନୂତନ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ ଯୋଗଦେଇ ଏହି ନୂତନ ରାଜସ୍ବ ନୀରିକ୍ଷକ ଙ୍କ କାର୍ଯ୍ୟାଳୟ କୁ ଉଦ୍ଘାଟନ କରିଥିଲେ ।…

ଭବାନୀପାଟଣାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

 ଭବାନୀପାଟଣା,୨୪/୦୨/୨୦୨୪-କଳାହାଣ୍ଡି କଳା, ସଂସ୍କୃତି ଓ ଐତିହ୍ୟ ତଥା ପରମ୍ପରାକୁ ପିଢ଼ି ପରେ ପିଢ଼ି ବଞ୍ଚାଇ ରଖିଥିବା ଆଦିବାସୀ, ଜନଜାତିର ଅସ୍ମିତା ଓ ଆତ୍ମସମ୍ମାନ ରକ୍ଷା କରିବା ସହିତ ସେମାନଙ୍କ ଜୀବନ ଜୀବିକାରେ ସୁଧାର ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ, ଏ ଦିଗରେ ସ୍ୱତନ୍ତ୍ର…