ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ

ରାୟଗଡା:-ତା.୨୬/୨: ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା(ଦିଶା)କମିଟି ବୈଠକ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ କମିିଟିର ଅଧ୍ୟକ୍ଷ ତଥା କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ…

ଚନ୍ଦ୍ରପୁର ବ୍ଲକ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ।

ରାୟଗଡ/ ଚନ୍ଦ୍ରପୁର : ତା ୨୬.୦୨.୨୦୨୪ ରିଖ ଦିନ ଚନ୍ଦ୍ରପୁର ପଞ୍ଚାୟତ ସମିତି ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମୁଲ୍ୟ କୁମାର…

ଗଜପତି ଜିଲ୍ଲାରେ ୨ ଗୋଟି ଆମ ହସ୍ପିଟାଲ ରୂପାନ୍ତରୀକରଣ ର ଶୁଭ ଉଦ୍ଘାଟନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଦୁଇ ଗୋଟି ଆମ ହସ୍ପିଟାଲ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡି ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚନ୍ଦ୍ରଗିରି କୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆବାସୀ ମାଧ୍ୟମରେ ଶୁଭ ଉଦ୍ଘାଟନ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମୃତ ଷ୍ଟେସନ ଯୋଜନାରେ ଅଭାସି ମାଧ୍ୟମରେ ପାରଳାଖେମୁଣ୍ଡି ରେଳ ଷ୍ଟେସନ ନବୀକରଣ ର…

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମୃତ ଷ୍ଟେସନ ଯୋଜନାରେ ପାରଳାଖେମୁଣ୍ଡି ରେଳ ଷ୍ଟେସନ ନବୀକରଣ ନିମନ୍ତେ ଆଭାସି ମାଧ୍ୟମରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ବେଳେ ଷ୍ଟେସନ୍ ନିକଟରେ ଆୟୋଜିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ…

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି

ଗାଇସିଲାଟ/ମନ ଡନସନା- ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ,ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଗାଇସିଲାଟ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜନସାଧାରଣ ମହାତ୍ମାଗାନ୍ଧୀ…

ମୌଳିକ ଦାବି ପୁରଣ ପାଇଁ ଦିବାରାତ୍ର ଧାରଣାରେ “ଆଦିବାସୀ ଭାରତ ମହାସଭା” ।

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ସ୍ବାଧିନତାର ୭୫ ବର୍ଷ ପୁରଣ ହୋଇଯାଇଥିଲେ ମଧ୍ୟ,ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ ଗାୟଗଣ୍ଡା ଗ୍ରାମ ପଞ୍ଚାୟତ ର ତାଲଖମଣ, ମଣ୍ଡା ପଥର ଓ ଡାଙ୍ଗିଭୁଇଁ କୁ ଆଜି ପର୍ଯ୍ୟନ୍ତ ରାସ୍ତା ଓ ବିଜୁଳି ଆଲୁଅ ସାତସପନ ହୋଇରହିଛି। ମୌଳିକ ସେବାରୁ…

ସମ୍ବଲପୁରର ଭତରା ଠାରେ ‘ଲାଭାର୍ଥୀ ସମ୍ପର୍କ ଅଭିଯାନ’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ସମସ୍ତଙ୍କ ସେବା ଓ କଲ୍ୟାଣ ମୋଦୀଙ୍କ ଗ୍ୟାରେଣ୍ଟି – ଧର୍ମେନ୍ଦ୍ର ପ୍ରଧାନ • ଆଜି ଘରେ ଘରେ ମୋଦୀ ଗ୍ୟାରେଣ୍ଟିର ନାରା ଶୁଭୁଛି • ଆବାସ ଯୋଜନାରେ ଓଡ଼ିଶା ପାଇଁ ପ୍ରାୟ ୩୪ ଲକ୍ଷ ଘର ଯୋଗାଇ ଦେଇଛନ୍ତି ମୋଦି ସରକାର • ପ୍ରଧାନମନ୍ତ୍ରୀ ମୋଦୀଙ୍କ କଲ୍ୟାଣକାରୀ ବାର୍ତ୍ତାକୁ ଘରେ…

ସମ୍ବଲପୁରରେ ‘ପରିଚୟ – ଜାତୀୟ ଆଦିବାସୀ ମହୋତ୍ସବ’କୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଆଦିବାସୀଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ କରିବା ପାଇଁ ସମାଜ ଏକାଠି ହେଉ – ଧର୍ମେନ୍ଦ୍ର ପ୍ରଧାନ ଅଇଁଠାପାଲି, ଫେବୃୟାରୀ, ୨୫, ୨୦୨୪ – ସମାଜର ଅନ୍ତିମ ପାହାଚରେ ଥିବା ଆଦିବାସୀ ସମାଜର ପରିଶ୍ରମ ବଳରେ ଆମେ ଆଗରେ ଅଛେ । ସାମ୍ପ୍ରତିକ ସମୟରେ ଓଡ଼ିଶାରେ ଏହି ସମାଜକୁ ସେମାନଙ୍କ…

ନାଲିଫିତା ତଳେ ଭଞ୍ଜନଗରକୁ ପୌରପାଳିକା ମାନ୍ୟତା

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: :ଭଞ୍ଜନଗରକୁ ପୌରପାଳିକା ମାନ୍ୟତା ବି ନାଲିଫିତା ତଳେ ଅଟକି ଯାଇଛି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା,ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ ଟି ଜିଲ୍ଲାରେ ୩୪ ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ…

ସମ୍ବଲପୁର ଯୁଯୋମୁରା ଠାରେ ଶହୀଦ ମଧୁ ଗଡ଼ତିଆଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ଶହୀଦ ମଧୁ ଗଡ଼ତିଆ ଇଂରେଜ ମାନଙ୍କ ବିରୁଦ୍ଧରେ ସାଲିସ ବିହୀନ ଲଢେଇ କରିଥିଲେ- ଧର୍ମେନ୍ଦ୍ର ପ୍ରଧାନ • ମଧୁ ଗଡ଼ତିଆଙ୍କ ସ୍ମୃତିରେ ପୁସ୍ତକ ଉନ୍ମୋଚନ ସହ ଜଙ୍ଘା ଲିଙ୍ଗା ବଡ଼ଦେଓ ଶୋଭାଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ • ଓଡ଼ିଶାର ଇତିହାସ ପୃଷ୍ଠାରେ ନୂଆ ଅଧ୍ୟାୟ ଯୋଡିହେଲା• ଦେଶ…