ବନମହୋତ୍ସବ ସପ୍ତାହର ସମାପନୀରେ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ
"ପ୍ରକୃତିର ସୁରକ୍ଷା ହିଁ ସୁସ୍ଥ ସମାଜର ମୂଳ ଆଧାର"
ପୁରୀ/ ବଳଙ୍ଗା, ୭/୭: ବନମହୋତ୍ସବ ସପ୍ତାହ–୨୦୨୬ର ସମାପନୀ ଅବସରରେ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ବଳଙ୍ଗା ପ୍ରାଙ୍ଗଣରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର…