ଚୋରାଚାଲାଣ ବେଳେ ଗଞ୍ଜେଇ ସହ ସ୍କୁଟି ଜବତ ।

ଖଲ୍ଲିକୋଟ ରୁ ଶିବରାମ ଜେନା-ଶାସକ ପ୍ରଶାସକ:କୋଦଳା ଠାରୁ ଖଲ୍ଲିକୋଟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ , ନିର୍ମଳ ଝର ସ୍ଥିତ ମୁକୁନ୍ଦପୁର ଛକ ନିକଟରେ ୨୫ କେ. ଜି ଗଞ୍ଜେଇ ଦୁଇଟି ବସ୍ତା ରେ ଥାଇ ପୋଲିସ ବିଭାଗ ପକ୍ଷରୁ ଜବତ୍ କରାଯାଇଛି। ଖବର ନେବାରୁ ଜଣାପଡିଛି ଯେ, ଖଲ୍ଲିକୋଟ ପୋଲିସ…

ଉଦଯାପିତ ହେଲା ପ୍ରଥମ ପର୍ଯ୍ୟାୟ ପୋଲିଂ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଚଳିତ ୨୦୨୪ ସାଧାରଣ ନିର୍ବାଚନ ପରିଚାଳନା ନିମନ୍ତେ ପୋଲିଂ ଅଧିକାରୀ ଓ ପ୍ରିଜାଇଡିଂ ଅଧିକାରୀଙ୍କୁ ଗତ ୧୫ତାରିଖ ଠାରୁ ଆରମ୍ଭ ହୋଇଥିବା ପ୍ରଥ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି । ଗୁଣପୁର ମହାବିଦ୍ୟାଳୟର ୦୪ଟି କକ୍ଷରେ ୫୦ ଜଣ…

କାର ସହ ୨୧୦ କେଜି ଗଞ୍ଜେଇ ଜବତ୍ ଏବଂ ଜଣେ ଗିରଫ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ପୋଲିସ ବିଭାଗ ପକ୍ଷରୁ ଗତକାଲି ସନ୍ଧ୍ୟା ୬.୩୦ ମିନିଟ୍ ସମୟରେ ପେଟ୍ରୋଲିଂ ଚାଲୁଥିବା ବେଳେ ଥାନା ଏସ୍.ଆଇ ଶ୍ରୀ ଅଶୋକ କୁମାର ପାଢ଼ୀ ବେଆଇନ ଗଞ୍ଜେଇ ଚୋରାଚାଲଣ ହେଉଥିବା ଗୋଟିଏ କାର୍ (KL.08AX.1482) କୁ ଅଟକାଇ ଥିଲେ…

ବିଜେପିରେ ସାମିଲ ହେଲେ ବିଜେଡି ନେତା ତଥା ରାଜଗାଙ୍ଗପୁର ମ୍ୟୁନିସିପାଲଟି ପୂର୍ବତନ ଚେୟାରମ୍ୟାନ ପୂର୍ଣ୍ଣଚନ୍ଦ୍ର ରାଉତ

 ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ କଲେ ସାଂସଦ ଜୁଏଲ ଓରାମ ଓ ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓ  ଭୁବନେଶ୍ୱର,ତା.୧୮/୦୩: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଗତ ୧୦ ବର୍ଷ ଶାସନରେ ଦେଶର ଗରିବ, ଯୁବକ, କୃଷକ ଓ ମହିଳାଙ୍କ ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି ।…

କୂଅ ଭିତରୁ ଭାସୁଥିବା ଗଲିତ ଶବ ଉଦ୍ଧାର

 ଗାଇସିଲାଟ/ମନ ଡନସନା- ଗାଇସିଲାଟ ବ୍ଲକ ଅନ୍ତର୍ଗତ କନ୍ଦାଗାଡ ର ସୁରେନ୍ଦ୍ର ବରିହା ବୟସ (୩୦)ପି.ସ୍ବର୍ଗତ ମକାରୁ ବରିହା ସେ ଗତ ମାର୍ଚ୍ଚ ୬ ତାରିଖ ରୁ ନିଖୋଜ ଥିଲେ। ଆଜି ପଡୋଶୀ ବାବେବାହାଲ ଗାଁର ଏକ ଖେତ କୂଅ ରୁ ନିଖୋଜ ସୁରେନ୍ଦ୍ର ବରିହା ଙ୍କ କୂଅ ଭିତରେ ଗଲିତ ମୃତ ଦେହ ଭାସୁଥିବା ର…

ଆଦର୍ଶ ଆଚରଣ ବିଧି ନେଇ ସର୍ବଦଳୀୟ ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ସାଧାରଣ ନିର୍ବାଚନରେ ଆଦର୍ଶ ଆଚରଣ ବିଧିକୁ ପାଳନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜନୈତିକ ଦଳ ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଟିମ୍ ଗଠିତ। ସ୍ବଚ୍ଛ , ଅବାଧ ଓ ଶାନ୍ତିପୂର୍ଣ୍ଣ ପରିଚାଳନା ପାଇଁ ପ୍ରଶାସନର…

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଆଜି ( ରବିବାର ଦିନ) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲାରେ ୪ ଲକ୍ଷ ୫୯ ହଜାର ୨୨୮ ଭୋଟର ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୨୪ ହଜାର…

ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଟିମ୍ ଗଠିତ। ସ୍ବଚ୍ଛ , ଅବାଧ ଓ ଶାନ୍ତିପୂର୍ଣ୍ଣ ପରିଚାଳନା ପାଇଁ ପ୍ରଶାସନର…

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଆଜି ( ରବିବାର ଦିନ) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲାରେ ୪ ଲକ୍ଷ ୫୯ ହଜାର ୨୨୮ ଭୋଟର ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୨୪ ହଜାର…

ରାଜନୈତିକ ଦଳ ସହିତ ବୈଠକ ଅନୁଷ୍ଠିତ

ରାଉରକେଲା :(ବସନ୍ତ କୁମାର ଜେନା):  ଆସନ୍ତା ସାଧାରଣ ନିର୍ବାଚନ ୨୦୨୪   ହିଂସା ମୁକ୍ତ, ସ୍ବଛ ଓ ସୁଚାରୁ ରୂପେ  ପରିଚାଳନାରେ ସହଯୋଗ କରିବା ପାଇଁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ  ଆଶୁତୋଷ କୁଲକର୍ଣ୍ଣି  ସମସ୍ତ ରାଜନୈତିକ ଦଳକୁ ଅପିଲ କରିଛନ୍ତି ା ଆଜି ଆରଏମସି ସମ୍ମିଳନି କକ୍ଷ ରେ ସମସ୍ତ…

ନେମାଳରେ ରାଜ୍ୟସ୍ତରୀୟ ଲଉଡ଼ି ମହୋତ୍ସବର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ l

-(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ବିଜେସ୍ଥଳୀରେ ଯାଦବ ମହାସଭା, ପଦ୍ମବନ ପୀଠ, ନେମାଳ ଆନୁକୂଲ୍ୟରେ ଆଗାମୀ ଦୋଳ ପୂର୍ଣ୍ଣିମାଠାରୁ ୫ଦିନ ବ୍ୟାପୀ ପ୍ରତ୍ୟହ ସନ୍ଧ୍ୟା ଆଳତୀ ପରଠାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ…