“ପ୍ରଧାନମନ୍ତ୍ରୀଙ୍କ ବିକାଶକୁ ସମ୍ବଲପୁରରେ ତ୍ୱରାନ୍ୱିତ କରିବା ପାଇଁ ସମ୍ବଲପୁରର ଜନତା ମୋତେ ଗୁଣ୍ଡୁଚି ମୂଷାର…

ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ଲିଙ୍ଗରାଜ ଓ ମା’ ହିଙ୍ଗୁଳାଙ୍କ ଆଶୀର୍ବାଦ ନେଲେ କେନ୍ଦ୍ରମନ୍ତ୍ରୀ ନିଜର ଦକ୍ଷତା ଓ ପୂର୍ଣ୍ଣ ସାମର୍ଥ୍ୟ ସହ ଜନସେବା ପାଇଁ ସବୁବେଳେ ପ୍ରୟାସ ଜାରି ରଖିବି – ଧର୍ମେନ୍ଦ୍ର ପ୍ରଧାନ • ସମ୍ବଲପୁରରୁ ଲୋକସଭାର ପ୍ରାର୍ଥୀ ହେବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ…

ପୂର୍ବତଟ ରେଳପଥ ପକ୍ଷରୁ ୨୫୦ ନିୟୁତ ଟନ ପଣ୍ୟ ପରିବହନ ରେକର୍ଡ

ଆର୍ଥିକ ବର୍ଷର ଛଅ ଦିନ ପୂର୍ବରୁ ସଫଳତା ହାସଲ କଲା ପୂର୍ବତଟ ରେଳପଥ | 250 ନିୟୁତ ଟନ୍ ମୂଳ ପଣ୍ୟ ବୋଝେଇ କ୍ଷେତ୍ରରେ ପ୍ରଥମ ରେଳବାଇ ଜୋନ୍ | ପୂର୍ବ ରେକର୍ଡଗୁଡିକ ଅତିକ୍ରମ କରି ଯେକୌଣସି ଜୋନ୍ ଦ୍ୱାରା ସର୍ବାଧିକ ପଣ୍ୟ ପରିବହନ | ଏହି ସମୟ ମଧ୍ୟରେ 149.507 ନିୟୁତ…

“ଦୋଳ ଉତ୍ସବ”ର ଚତୁର୍ଥ ଦିନର ମୁଖ୍ୟ ଆକର୍ଷଣ ଥିଲା “ମଘାପୋଡି”

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଦୋଳ ଉତ୍ସବ ଓ ଦୋଳବନ୍ଧ ଉନ୍ନୟନ କମିଟି ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଦୀର୍ଘ ୬ଦିନ ଧରି ଚାଲିଥିବା ଦୋଳତ୍ସବର ଚତୁର୍ଥ ସନ୍ଧ୍ୟାରେ ରାମ ସ୍ୱାମୀ ମନ୍ଦିରରୁ ପ୍ରଭୁ…

ଗୁଣପୁରରେ ଉପଖଣ୍ଡସ୍ତରୀୟ ପୁଲିସ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ।

ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କ୍ଷେତ୍ରରେ ପୁଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ - ଏଏସପି ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି - ନିର୍ବାଚନ ଆଚରଣ ବିଧିକୁ ପୁଲିସ ପ୍ରଶାସନ ପକ୍ଷରୁ କଢାକଢି ରୂପେ ପାଳନ କରିବାକୁ ହେବ । ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କ୍ଷେତ୍ରରେ ପୁଲିସର…

ଗାୟତ୍ରୀ ବୈଷୟିକ ମହାବିଦ୍ୟାଳୟରେ ଯୁବ ମହୋତ୍ସବ ପାଳିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥିତ ଗାୟତ୍ରୀ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଯୁବ ମହୋତ୍ସବ 'ଜେନିତ୍ ୧.୦' ପାଳିତ ହୋଇଯାଇଛି । ଅନୁଷ୍ଠାନର ଚେୟାରମେନ ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାସ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ ମହୋଦୟ ଏହାକୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ…

କୋରାଇ ନିର୍ବାଚନ ମଣ୍ଡଳୀ: କଂଗ୍ରେସ ପ୍ରାର୍ଥୀ ଭାବେ ନିଜର ଭାଗ୍ୟ ପରୀକ୍ଷା କରିବା ପାଇଁ ଅଣ୍ଟା ଭିଡିଛନ୍ତି ରାକେଶ

ବ୍ୟାସନଗର : ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି କୋରାଇ ନିର୍ବାଚନ ମଣ୍ଡଳୀର ରାଜନୀତି ସେତିକି ଉଷ୍ଣ ହେଉଛି । ଅତୀତରେ ଏହି ବିଧାନସଭା କ୍ଷେତ୍ରରୁ ସ୍ବର୍ଗତ ଅଶୋକ ଦାସ, ଶ୍ରୀଯୁକ୍ତ ରାମଚନ୍ଦ୍ର ଖୁଣ୍ଟିଆ ବିଧାୟକ ହୋଇ ସାରିଛନ୍ତି । ଚଳିତ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବା ପାଇଁ ଯୁବ…

ଟିପିଏସଓଡିଏଲ୍ ପକ୍ଷରୁ ଆର୍ଥ ଆୱାର ପାଳିତ

ବ୍ରହ୍ମପୁର, ମାର୍ଚ୍ଚ : ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ରୋକିବା ସହ ପରିବେଶ ପ୍ରଦୂଷଣକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ଼ ( ଟିପିଏସଓଡିଏଲ୍ ) ପକ୍ଷରୁ ଆର୍ଥ ଆୱାର ପାଳିତ ହୋଇଛି। ଏହି ଅବସରରେ ମାର୍ଚ୍ଚ ୨୩ ତାରିଖରେ ନିଜ ଘରେ ରାତି ୮.୩୦ ରୁ ୯.୩୦…

ବେଳାଭୂମି ସାହିତ୍ୟ ସଂସଦ ର ପ୍ରସ୍ତୁତି ବୈଠକ ।

ଅସ୍ତରଙ୍ଗ/ଦୁଃଶାସନ ନାୟକ: ରାଜ୍ୟର ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଭାବେ ପ୍ରତିଷ୍ଠା ଲାଭ କରିଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ପିର ଜହାନିଆ ନିକଟ, ବେଳାଭୂମି ସାହିତ୍ୟ ସଂସଦ ର ଏକ ପ୍ରସ୍ତୁତି ବୈଠକ ଶନିବାର ଦିନ ପିର ବେଳାଭୂମି ନିକଟରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ପ୍ରସ୍ତୁତି…

ମା’ ସମଲେଇଙ୍କ ଭୂମି ସମ୍ବଲପୁରକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିବା ମୋ ପାଇଁ ବଡ଼ ସୌଭାଗ୍ୟର ବିଷୟ –…

https://youtu.be/BiwyhiSZn5g ସମ୍ବଲପୁର ଲୋକସଭା ପ୍ରାର୍ଥୀ ହେବା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ • ସମ୍ବଲପୁରର ଜନତାଙ୍କ ସେବା କରିବା ସହ ସେମାନଙ୍କ ସ୍ନେହ ଓ ଆଶୀର୍ବାଦ ପାଇବା ପାଇଁ ମୋ ଉପରେ ବିଶ୍ୱାସ କରିଥିବାରୁ ଧନ୍ୟବାଦ • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ…

ମୋଦିଙ୍କ ଆଦର୍ଶରୁ ମୁହଁ ଫେରାଇ ନବୀନଙ୍କ ଆଦର୍ଶରେ ପ୍ରଭାବିତ ହେଲେ ଇରାନୀ

ବିଜେଡ଼ିରେ ଯୋଗଦେଲେ ନୟାଗଡ଼ ବିଜେପି ବିଧାୟିକା ପ୍ରାର୍ଥୀ ଇରାନୀ ରାୟ ଭୁବନେଶ୍ୱର, ୨୪/୦୩/୨୦୨୪:ନୟାଗଡ଼ ନିର୍ବାଚନମଣ୍ଡଳୀର ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ବିଧାୟିକା ପ୍ରାର୍ଥୀ ଇରାନୀ ରାୟଙ୍କ ସହ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ…