ପଦ୍ମପୁର ରେ ଡାକ୍ତର ଦିବସ ପାଳିତ।

5

ପଦ୍ମପୁର :- ଲାୟନ୍ସ୍ କ୍ଳବ୍ ପଦ୍ମପୁର ତରଫରୁ ଆଜି ଡାକ୍ତର ଦିବସ ପାଳନ କରାଯାଇଥିଲା । ସଭାପତି ପ୍ରିତମ ମେହେର ଙ୍କ ନେତୃତ୍ୱ ରେ ଆଜି ସଦସ୍ୟ ମାନେ ଅଞ୍ଚଳ ର ୪୦ ଜଣ ଡାକ୍ତର ଙ୍କୁ ପୁଷ୍ପ ଏବଂ ଶୁଭେଚ୍ଛା ପତ୍ର ଦେଇ ଡାକ୍ତର ଦିବସ ର ଅଭିନନ୍ଦନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ରେ ସମ୍ପାଦକ ରାଜେନ୍ଦ୍ର ମେହେର ଏବଂ କୋଷାଧ୍ୟକ୍ଷ ବିନୋଦ ମିଶ୍ର ଙ୍କ ସହ ବେଣୁମାଧବ ଦୋରା, ଚିତ୍ତରଞ୍ଜନ ଦାଶ, ସନ୍ତୋଷିନି ରଥ, ପଦ୍ମିନୀ ଦାଶ, ଅନିଶ କୋଟେଚା, ଶାଶ୍ଵତ ଦାଶ, ହିମାଂଶୁ ଯୋଶୀ, ସୋମ୍ୟଜିତ ପାଢ଼ୀ ଏବଂ ରବି ନାରାୟଣ ଦୋରା ଉପସ୍ଥିତ ଥିଲେ।

Leave A Reply

Your email address will not be published.