ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା ଫଳ ବିବାଦ

ସଂଶୋଧିତ ମାର୍କସିଟ୍ ଜାରି ପରେ ଥମିଲା ଛାତ୍ର ଆନ୍ଦୋଳନ, ବହୁ ଅକୃତକାର୍ଯ୍ୟ ପରୀକ୍ଷାର୍ଥୀ ହେଲେ ପାସ୍ ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଓ

ନବବିବାହିତ ଯୁବକ ର ଆତ୍ମହତ୍ୟା।

ହିଞ୍ଜିଳି: ହିଞ୍ଜିଳି ଥାନା ଅନ୍ତର୍ଗତ କୋଳିଦାସ ପୁର ଗ୍ରାମର ମନୋଜ ମହାରଣା ନାମକ ଜଣେ ଯୁବକ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକ ମନୋଜ ଗତ ୪ ମାସ ପୁର୍ବରୁ ବାହା ହୋଇଥିଲେ ଓ ଘରେ କେହି ନଥିବା ବେଳେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଭାଇ ସଞ୍ଜୟ ଥାନା

U-15 ରେ ଓଡିଶା ପାଇଁ ଖେଳିବେ ଗୁଡାରି ଝିଅ ଆୟୂଷା।

ଗୁଣପୁର ରୁ ସନ୍ତୋଷ କୁମାର: ୧୫ ବର୍ଷରୁ କମ କ୍ରିକେଟ ରେ ଓଡିଶା ପାଇଁ ଖେଳିବାର ସୁଯୋଗ ପାଇଛନ୍ତି ରାୟଗଡା ଜିଲ୍ଲା ଗୁଡାରି ଝିଅ ଆୟୁଷା ମିଶ୍ର। ଏ ନେଇ ଓ ସି ଏ ପକ୍ଷରୁ ସୂଚନା ମିଳିଛି ଏବଂ ଆସନ୍ତା ୧୯ ତାରିଖରେ ବଲାଙ୍ଗିର ହେବାକୁ ଥିବା କ୍ୟାମ୍ପ ରେ ଆସନ୍ତା ୧୮ ତାରିଖ ସୁଦ୍ଧା

‎ସଂସ୍କୃତ ମହାବିଦ୍ୟାଳୟ ଛାତ୍ରବାସରେ ‘କୃପାଳୁ ଶିଶୁ ସାହିତ୍ୟ ଆସର’

‎ସଂସ୍କୃତ ମହାବିଦ୍ୟାଳୟ ଛାତ୍ରବାସରେ ‘କୃପାଳୁ ଶିଶୁ ସାହିତ୍ୟ ଆସର’ :ସାକ୍ଷର , ସ୍ୱଚ୍ଛ ଓ ସବୁଜ ଭାରତ ଗଠନ ନିମନ୍ତେ ଛାତ୍ରମାନଙ୍କ ଶପଥ ଗ୍ରହଣ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରକାରୀ ସଂସ୍କୃତ ମହାବିଦ୍ୟାଳୟ ଛାତ୍ରବାସର ପୂଜା ଗୃହ ପରିସରରେ ‘କୃପାଳୁ ଶିଶୁ

ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜର ସାଧାରଣ ସମ୍ମିଳନୀ

ବେଲଗୁଣ୍ଠା :୧୬/୯-(ଶିବରାମ ଚୌଧୁରୀ )-ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜ, ବେଲଗୁଣ୍ଠା ମୁଠାର ଏକ ବାର୍ଷିକ ସାଧାରଣ ସମ୍ମିଳନୀ ବେଲଗୁଣ୍ଠା ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ଗୃହରେ ଅନୁଷ୍ଠିତ ହୋଇଯାଇଛି।ପ୍ରତିବର୍ଷ ସମାଜର ଆରାଧ୍ୟ ଦେବତା ଶ୍ରୀଗଣେଶଙ୍କ ପୂଜା ଅବସରରେ ଏହି ସମ୍ମିଳନୀ ଆୟୋଜିତ

ବେଲଗୁଣ୍ଠାରେ ଗଣେଶ ପୂଜାର ଧୁମ୍: ୩୦ରୁ ଅଧିକ ମେଢ଼ରେ ଝଲସୁଛି ସହର, ଭକ୍ତଙ୍କ ପାଇଁ ପ୍ରସାଦ ସେବା

ବେଲଗୁଣ୍ଠା:୧୬/୯- (ଶିବରାମ ଚୌଧୁରୀ )-ଅଗ୍ରପୂଜ୍ୟ ମହାପ୍ରଭୁ ଶ୍ରୀଗଣେଶଙ୍କ ପବିତ୍ର ପୂଜା ଅବସରରେ ଏବେ ଉତ୍ସବମୁଖର ହୋଇଉଠିଛି ସମ୍ପୂର୍ଣ୍ଣ ବେଲଗୁଣ୍ଠା ସହର। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ସହର ସାରା ଗଣପତିଙ୍କ ଆବାହନ କରାଯାଇଛି। ସହରର ବିଭିନ୍ନ

ଶପଥ ଗ୍ରହଣ ଓ ଅଭିମୁଖୀକରଣ କାର୍ଯ୍ୟକ୍ରମରେ ନୂତନ ସ୍ୱେଚ୍ଛାସେବୀଙ୍କୁ ସ୍ବାଗତ କଲା ଯୁବ ରେଡକ୍ରସ୍

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେଞ୍ଚୁରିଆନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ , ପାରଳାଖେମୁଣ୍ଡି କ୍ୟାମ୍ପସରେ ଯୁବ ରେଡ୍ କ୍ରସ୍ ପକ୍ଷରୁ ନୂତନ ସ୍ୱେଚ୍ଛାସେବୀମାନଙ୍କ ପାଇଁ ଏକ ଶପଥ ଗ୍ରହଣ ଓ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆଜି ସେମିନାର ହଲ୍‌ରେ

ଜଳବନ୍ଦୀରେ ଖୋର୍ଦ୍ଧା ପୌରପରିଷଦର ୮ ନମ୍ବର ୱାର୍ଡବାସୀ

ଖୋର୍ଦ୍ଧା ରୁ (ସେକ ଜାଫର ): ଖୋର୍ଦ୍ଧା ପୌରପରିଷଦର ୮ ନମ୍ବର ୱାର୍ଡରେ ଡ୍ରେନେଜ ବ୍ୟବସ୍ଥାର ଅବ୍ୟବସ୍ଥା ଯୋଗୁଁ ଜଳବନ୍ଦୀ ସମସ୍ୟା ଉଗ୍ର ରୂପ ନେଇଛି। ବିଶେଷକରି ଅରବିନ୍ଦ ନଗର ଅଞ୍ଚଳରେ ବର୍ଷା ଜଳ ନିଷ୍କାସନ ହୋଇପାରୁନଥିବାରୁ ଅନେକ ଘର ଭିତରେ ପାଣି ପଶୁଥିବା ଅଭିଯୋଗ ହୋଇଛି। ସ୍ଥାନୀୟ

ଦେବଗଡ଼ର ବିକାଶ କାମ ହେବ ତ୍ୱରାନ୍ୱିତ, ରାସ୍ତା ଓ ଜଳସେଚନ ସହ ଭିତ୍ତିଭୂମିକୁ ସୁଦୃଢ଼ କରିବା ଆମର ଲକ୍ଷ୍ୟ-…

ଦେବଗଡ଼ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ 'ଦିଶା' ବୈଠକ ଅନୁଷ୍ଠିତ • ଦେବଗଡ଼ ଜିଲ୍ଲାରେ ଶିଶୁ ଓ ଛାତ୍ରଛାତ୍ରୀ ପୋଷଣର ସୁରକ୍ଷା ପାଇଁ ହେବ ବ୍ୟାପକ ଜନ-ଅଭିଯାନ• 'ଡିଷ୍ଟ୍ରିକ୍ଟ ହାଇଡ୍ରୋଲୋଜି ମ୍ୟାପିଂ' ମାଧ୍ୟମରେ ଜଳସେଚନ କ୍ଷେତ୍ର ବୃଦ୍ଧି ଉପରେ ଗୁରୁତ୍ୱ• କନକତୋରାରୁ

ଆଇଟିଇଆରରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଭଲିବଲ କୋର୍ଟ ଉଦ୍‌ଘାଟିତ

ଭୁବନେଶ୍ୱର, ୧୬/୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ଫୁଲ୍ ଭଲିବଲ୍ କୋର୍ଟ (ପଡ଼ିଆ) ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି ।ଏହି କୋର୍ଟକୁ ଆଇଟିଇଆରର ଡିନ୍ ପ୍ରଫେସର