ସୁଶାନ୍ତ ମିଶ୍ରଙ୍କ ବିଜେପିରୁ ଇସ୍ତଫା

https://youtu.be/qCfl3F6oANs ପଦ୍ମପୁର :- ବରଗଡ଼ ଜିଲ୍ଲା ବିଜେପି ଉପସଭାପତି ତଥା ଭଟଲି ନିର୍ବାଚନ ମଣ୍ଡଳୀ ମଣ୍ଡଳୀ ବିଧାନସଭା ଆଶାୟୀ ପ୍ରାର୍ଥୀ ଥିବା ସୁଶାନ୍ତ ମିଶ୍ର ବିଜେପିରୁ ଇସ୍ତଫା ଦେଇଛନ୍ତି । ଦଳ ତାଙ୍କୁ କ୍ରମାଗତ ଭାବରେ ଅଣଦେଖା କରିଥିବା ସେ ପ୍ରକାଶ କରିଛନ୍ତି। ଇସ୍ତଫା…

ଭଞ୍ଜନଗର ରୁ ବିଧାନସଭା: ଫୁଲରେ ପ୍ରଦ୍ୟୁମ୍ନ ଓ ହାତରେ ପ୍ରଶାନ୍ତ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ଗତ କିଛିଦିନ ତଳେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ରୁ ବିଜୁଜନତା ଦଳ ପକ୍ଷରୁ ବିଧାନସଭା ଓ ଲୋକସଭା ନିମନ୍ତେ ପାର୍ଥି ତାଲିକା ପ୍ରକାଶ ପାଇଥିଲା। କିନ୍ତୁ ଆଜି ସମସ୍ତ ପ୍ରତିକ୍ଷାର ଅନ୍ତ ଘଟାଇ ଉଭୟ ଜାତୀୟ କଂଗ୍ରେସ ଦଳ ଓ ଭାରତୀୟ ଜନତା ଦଳ ମଧ୍ୟ ଆଜି…

ବୋଷ କିଡ୍ସ ପ୍ଲେ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ

https://youtu.be/etKPrG9jyds  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବୋଷ କିଡ୍ସ ପ୍ଲେ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅଲୋକ…

ବିଧାୟକ ଟିକେଟ ପାଇଁ ବଢୁଛି ଦାବିଦାରଙ୍କ ସଂଖ୍ୟା

ଜଗତସିଂହପୁର,ତା-୦୨.୦୪.୨୦୨୪/ସୁମନ୍ତ କୁମାର ଦାସ: ବିଜୁ ଜନତା ଦଳର ଜଗତସିଂହପୁର ଜିଲ୍ଲାର ୪ ନିର୍ବାଚନ ମଣ୍ଡଳୀରେ କନ୍ଦଳ ଏବେ ଚରମ ସୀମାରେ ପହଂଚିଲାଣି । କେହି କାହା କାହାରିକୁ ଛାଡିବାକୁ ଅମଙ୍ଗ ଜଗତସିଂହପୁର,ତିର୍ତ୍ତୋଲ,ପାରାଦ୍ବୀପ ଓ ବାଲିକୁଦା- ଏରସମାରେ ମାଳ ମାଳ ଆଶାୟୀ ବିଧାୟକ ପାର୍ଥ…

କୈଳାସ ଖେରଙ୍କ କଣ୍ଠରେ ବିଜେପି ପକ୍ଷରୁ ଓଡିଶା ପରିବର୍ତ୍ତନ ଗୀତ

https://youtu.be/wOxJanvqBFM କଣ୍ଠଶିଳ୍ପୀ ପଦ୍ମଶ୍ରୀ କୈଳାଶ ଖେର ସାମାଜିକ ଗଣମାଧ୍ୟମରେ କଲେ ପୋଷ୍ଟ୍ ଭୁବନେଶ୍ୱର : ଦେଶର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ପଦ୍ମଶ୍ରୀ କୈଳାଶ ଖେର ସାମାଜିକ ଗଣମାଧ୍ୟମ ଜରିଆରେ ହିନ୍ଦୀ ସଙ୍ଗୀତ “ଓଡ଼ିଶା ପରିବର୍ତ୍ତନ” ପୋଷ୍ଟ୍ କରିଛନ୍ତି । ବିଜେପି ପକ୍ଷରୁ…

ଅନୁଗୋଳ ବ୍ରାହ୍ମଣବିଲ ଗାଁରୁ ମା’ ଡାକେଶ୍ୱରୀଙ୍କ ଆଶୀର୍ବାଦ ନେଇ ନିର୍ବାଚନ ପ୍ରଚାର ଆରମ୍ଭ କଲେ କେନ୍ଦ୍ରମନ୍ତ୍ରୀ…

• ବହୁ ସାଧୁ ସନ୍ଥ, ମହିମା ଧର୍ମାବଲମ୍ବୀ ଓ କୀର୍ତ୍ତନ ମଣ୍ଡଳୀଙ୍କ ଗହଣରେ ନିର୍ବାଚନ ପ୍ରଚାର ଆରମ୍ଭ କଲେ • ମା’ ଡାକେଶ୍ୱରୀଙ୍କ ଡାକରା କ୍ରମେ ତାଙ୍କର ଦର୍ଶନ ଲାଭ କରିବା ପରମ ସୌଭାଗ୍ୟର ବିଷୟ • ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ତଥା ଓଡ଼ିଶାରେ…

ବର୍ଷା ଙ୍କ ଲୋକପ୍ରିୟତା , ବିରୋଧୀଙ୍କ ମୁଣ୍ଡବ୍ୟଥା

ବିଜେପି ରୁ ଗୋବର୍ଦ୍ଧନ ଭୁଏ ଓ କଂଗ୍ରେସରୁ ଟିଙ୍କଧର ସାହୁଙ୍କୁ ଦଳୀୟ ଟିକେଟ ବରଗଡ :- ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ ରହିଛି ବରଗଡ଼ ଜିଲ୍ଲାର ପାଞ୍ଚ ଓ ଝାରସୁଗଡ଼ା ଜିଲ୍ଲାର ଦୁଇ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ । ମୁଖ୍ୟତଃ ଗତ ୨୦୧୯ ସାଧାରଣ ନିର୍ବାଚନ ପରେ ବରଗଡ଼ ଲୋକସଭା…

କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲରେ ବିଶ୍ୱ ଅଟିଜିମ୍‍ ସଚେତନତା ଦିବସ ପାଳିତ

ଭୁବନେଶ୍ୱର,୨ ।୪: କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍- ‘ସେନ୍‍ ଗ୍ଲୋବ’ ପକ୍ଷରୁ ଆଜି ବିଶ୍ୱ ଅଟିଜିମ୍‍ ସଚେତନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତି ବଳ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଚେୟାରପର୍ସନ ଅଳକା ମିଶ୍ର,…

ବିଜେଡ଼ିରେ ଯୋଗଦେଲେ ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ଓ ବିଜେପି ନେତା

ଭୁବନେଶ୍ୱର, ୦୨/୦୪/୨୦୨୪:ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଏବଂ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ…