ପ୍ରଚାରର ପ୍ରଥମ ଦିନରେ ବିରୋଧୀଙ୍କ ଉପରେ ବର୍ଷିଲେ ବର୍ଷା

https://youtu.be/JJdkLRIYSto ମାଁ ତାରିଣୀ ଙ୍କର ଆଶୀର୍ବାଦ ନେଇ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ବର୍ଷା ବରଗଡ଼ ;- ଆସନ୍ତା ମେ ମାସ 20 ତାରିଖ ଦିନ ହେବାକୁ ଯାଉଛି ସାଧାରଣ ନିର୍ବାଚନ ପାଇଁ ବରଗଡ଼ ଲୋକସଭା ଓ ଏହାର ଅନ୍ତର୍ଗତ ସାତ ଗୋଟି ବିଧାନସଭା ପାଇଁ ଭୋଟ ଗ୍ରହଣ । ସରିଛି ସବୁ ଦଳର…

‘ଲାଇଟ୍ ୱେଟ୍ ଏଗ୍ରିଗେଟ୍ କଂକ୍ରିଟ୍ ହେଉଛି ନିର୍ମାଣର ଭବିଷ୍ୟତ’

ଆଇଆଇଟି ଭୁବନେଶ୍ୱରରେ ଆୟୋଜିତ କର୍ମଶାଳାରେ ଏହି ଉପାଦେୟ ଉପାଦାନର ବିକାଶ ଏବଂ ପ୍ରୟୋଗ ବିଷୟରେ ବିଶଦ ଆଲୋଚନା ଭୁବନେଶ୍ୱର, ୨୨ ଏପ୍ରିଲ ୨୦୨୪: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଭୁବନେଶ୍ୱର (ଆଇଆଇଟି) ପକ୍ଷରୁ ନିକଟରେ 'ଲାଇଟ୍ ୱେଟ୍ ଏଗ୍ରିଗେଟ୍ କଂକ୍ରିଟ୍-ବିକାଶ ଏବଂ ପ୍ରୟୋଗ'…

ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ବନ୍ଧ୍ୟାଦୋଷ ଚିକିତ୍ସା ଶିବିର

ବ୍ରହ୍ମପୁର, ୨୨/୪ : ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଗତ ରବିବାର ଏକ ନିଃଶୁକ୍ଳ ବନ୍ଧ୍ୟାଦୋଷ ଚିକିତ୍ସା ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ ଓଡିଶାର ବିଭିନ୍ନ ଅଂଚଳରୁ ବହୁ ନିଃସନ୍ତାନ ଦମ୍ପତି ଏହି…

ମା ମୁତ୍ୟାଲୁମା ଙ୍କ ୨୫ତମ ଚୈତ୍ର ଯାତ୍ରା: ଶତାଧିକ ମହିଳା ଭାଗ ନେଲେ କଳସ ଯାତ୍ରାରେ

ଗୁଣୁପୁର- ସ୍ଥାନୀୟ ଅଧିଷ୍ଠିତା ଦେବୀ ମା ମୁତ୍ୟାଲୁମା ଙ୍କ ୨୫ତମ ଶୀତଳ ଚୈତ୍ର ଯାତ୍ରା ଆରମ୍ଭ ହୋଇଛି /ଆଜି ସକାଳେ ମାଙ୍କ ପଞ୍ଚାମୃତ ଅଭିଷେକ ହେବା ପରେ ଅଳଙ୍କାର ଦର୍ଶନ ହୋଇଥିଲା।ପରେ ମନ୍ଦିର ପରିସରରେ ଧ୍ୱଜ ପ୍ରତିଷ୍ଠା , ସୂର୍ଯ୍ୟ ପୂଜା,ଘାଟଶାଳା ପ୍ରଵେଶ, ସ୍ତମ୍ଭ ରକ୍ଷା, ମଣ୍ଡଳ ପୁଜା,…

ପତି ଆଉଟ, ପତ୍ନୀ ଇନ

https://youtu.be/pU5Jvelm85k ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ରଘୁନାଥପଲ୍ଲୀ ବିଧାୟକ ସୁବ୍ରତ ତରାଇଙ୍କ ଟିକଟ କଟିଛି | ହେଲେ ଘର ଭିତରେ ରହିଛି ଟିକଟ |ଅର୍ଚ୍ଚନା ରେଖା ବେହେରାଙ୍କୁ ବିଜେଡି ରଘୁନାଥପାଲ୍ଲୀ ଆସନ ପାଇଁ ପ୍ରାର୍ଥୀ କରିଛି | ଅର୍ଚ୍ଚନା ହେଉଛନ୍ତି ରଘୁନାଥପଲ୍ଲୀ ବିଧାୟକ…

ଓଜେୟୁ ପୁରୀ ଶାଖା ପକ୍ଷରୁ ବନ୍ଧୁମିଳନ

ପୁରୀ (ଅନିମେଶପଟ୍ଟନାୟକ): - ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରର ସମ୍ବାଦିକ ସଂଘ ସହ ଅନୁବନ୍ଧିତ ରେଜିଷ୍ଟ୍ରିଭୁକ୍ତ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ପୁରୀ ଶାଖା ପକ୍ଷରୁ ପ୍ରାକୃତିକ ପରିବେଶରେ ଥିବା କୋଣାର୍କ ରାସ୍ତାର ନୂଆନଈ ଠାରେ ଆନନ୍ଦ ଉଲ୍ଲାସର ସହ ବଣଭୋଜି ଓ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ…

ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତି୍ରପାଠୀଙ୍କୁ ଶ୍ରଦ୍ଧାଞ୍ଜଳି

"ଡ. ସଦାଶିବ ତି୍ରପାଠୀ ଥିଲେ ମାନବୀୟ ମୂଲ୍ୟବୋଧ, ନିଃସ୍ୱାର୍ଥପର ସମାଜସେବା ତଥା ରାଜନୀତି କ୍ଷେତ୍ରରେ ଅନନ୍ୟ ବ୍ୟକ୍ତିତ୍ୱ' ଭୁବନେଶ୍ୱର, ୨୧/୦୪/୨୦୨୪:  ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତି୍ରପାଠୀ ଓଡ଼ିଶାର ଜାତୀୟ ଜୀବନକୁ ବିଭିନ୍ନ ଦିଗରୁ ପ୍ରଭାବିତ…

ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ସଦାଶିବ ତ୍ରିପାଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ…

ଭୁବନେଶ୍ୱର-ତା.୨୧.୦୪.୨୦୨୪-ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ସଦାଶିବ ତ୍ରିପାଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ନିର୍ବାଚନ ଆଚରଣ ବିଧି ପାଳନ ପୂର୍ବକ ସୂଚନା ଓ ଲୋକ…

ସମ୍ବଲପୁରରୁ ‘ଓଡ଼ିଶା ପରିବର୍ତ୍ତନ’ର ପଦଧ୍ୱନୀ ଆରମ୍ଭ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିର ବିଶାଳ ମିଶ୍ରଣ ପର୍ବରେ ଶତାଧିକ ଲୋକଙ୍କ ଯୋଗଦାନ • ନିର୍ବାଚନର ମହାସଂଗ୍ରାମରେ କଠିନ ପରିଶ୍ରମ କରିବା ପାଇଁ ସଂକଳ୍ପ ନେବାକୁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ • ବିଶିଷ୍ଟ ଯୁବ ନେତା ଆର୍ଯ୍ୟନ ସିହ୍ନାଙ୍କ ନେତୃତ୍ୱରେ ଶହଶ୍ରାଧିକ…

‘ସ୍ବିପ୍ ଅଭିଯାନ’ରେ ଭୋଟର ସଚେତନତା:-ବାଇକ ସଚେତନତା ଶୋଭାଯାତ୍ରା ରେ ସାମିଲ ହେଲେ ଶତାଧିକ ନୂତନ ଭୋଟର ସହ ବୁଦ୍ଧିଜୀବୀ

ଶତପ୍ରତିଶତ ମତଦାନ ଉପରେ ଗୁରୁତ୍ୱାରୋପ : ପ୍ରଶାସନ ର ବ୍ୟାପକ ପ୍ରଚାର ଓ ପ୍ରସାର ଯେପରି କେହି ଜଣେ ବି ଭୋଟର ମତଦାନ ରୁ ନିବୃତ ନ ରହିବେ  ସୁବର୍ଣ୍ଣପୁର , ତା ୨୧/୦୪/୨୪: (ଆର୍ତ୍ତତ୍ରାଣ ମହାପାତ୍ର) ଜିଲାରେ ଭୋଟ ହାର ବୃଦ୍ଧି ତଥା ଶତପ୍ରତିଶତ ମତଦାନ ପାଇଁ ଜନସାଧାରଣ ଓ ନୂତନ ଯୁବ ଭୋଟର…