ସୂର୍ଯ୍ୟ ମଣି ଵୈଦ୍ୟ ଙ୍କ ନାମାଙ୍କନ ପତ୍ର ପ୍ରଦାନ।

( ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା):  ଖଲ୍ଲିକୋଟ ରେ ବିଜେଡି ଦଳର ଛକାପଞ୍ଝା ଦେଖିବାକୁ ମିଳିଥିଲା। ଗୋଷ୍ଠୀ ସଂଘର୍ଷକୁ ନେଇ ବିଜେଡିର ନେତାମାନେ ହାଟରେ ପଡ଼ି ବାଟରେ ଚର୍ଚ୍ଚା ଜୋର ରେ ଧରି ବାର ପରିଲକ୍ଷିତ ହୋଇଥିଲା ଏବେ ଦେଖିବାକୁ ମିଳିଛି ଗୋଟେ ଘାଟରେ ବାଘ ଛେଳି ପାଣି…

ଆଗାମୀ ନିର୍ବାଚନ ପାଇଁ ପୋଲିସ ବାହିନୀ ଓ ସିଆରପିଏଫ ଫୋର୍ସ ପକ୍ଷରୁ ମିଳିତ ଫ୍ଲାଗ-ମାର୍ଚ୍ଚ କାର୍ଯ୍ୟକ୍ରମ

https://youtu.be/te5dxToHvWQ  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଚଳିତ ମାସର ଆସନ୍ତା ୧୩ ତାରିଖ ଦିନ ଉଭୟ ଲୋକସଭା ଓ ବିଧାନସଭା ପାଇଁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଅଞ୍ଚଳରେ ଶାନ୍ତି ରକ୍ଷା ସହ ନିର୍ବାଚନକୁ ଅବାଧ ଓ…

ବିଜେଡ଼ି ପକ୍ଷରୁ ବାସୁଦେବପୁର ରେ ଜୋରଦାର ପ୍ରଚାର ଓ ବୈଠକ।

ବିଷ୍ଣୁ ବ୍ରତ ଙ୍କ ପାଇଁ ପ୍ରଚାର ମଇଦାନ ରେ ସହଧର୍ମିଣୀ ଋତୁପର୍ଣ୍ଣା  ଓ ଭାଇ ଦୁର୍ଗା ଦତ୍ତ  ବାସୁଦେବପୁର - ନିର୍ବାଚନ ବିଗୁଲ୍ ବାଜି ସାରି ଥିବା ବେଳେ ପ୍ରାୟ ସମସ୍ତ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରି ଯାଇଛି। ବାସୁଦେବପୁର ରେ ଲଗାତାର ଅନେକ ବର୍ଷ ଶାସନ କରି ଆସୁଛନ୍ତି ରାଉତ ରାୟ…

ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକଙ୍କ ଦୁଇଦିନିଆ ରାୟଗଡ ଗସ୍ତ ।

ରାୟଗଡା :-୦୩/୦୫-ସୂଚନା ଓ଼ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଧେଶକ (ଦକ୍ଷିଣାଞ୍ଚଳ ) ଶ୍ରୀ ଲଲାଟେନ୍ଦୁ ମହାପାତ୍ର ଦୁଇଦିନିଆ ରାୟଗଡ ଜିଲ୍ଲା ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଅନୁଧ୍ୟାନ କରିଛନ୍ତି l ସୂଚନା ଓ଼ ଲୋକସମ୍ପର୍କ ବିଭାଗ ଉପନିର୍ଦ୍ଧେଶକ ତଥା ଜିଲ୍ଲା ସୂଚନା ଓ଼…

ଶେଷ ଦିନରେ ନାମାଙ୍କନ ପତ୍ର ଦାଖଳ କଲେ ଗୋବର୍ଦ୍ଧନ ଭୁଏ ।

ପଦ୍ମପୁର-ପୂର୍ବରୁ ଉଭୟ କଂଗ୍ରେସ , ବିଜେଡି ଓ ସ୍ୱାଧିନ ପ୍ରାର୍ଥୀ ନାମାଙ୍କନ ଦାଖଳ କରିଥିବା ବେଳେ ଆଜି ନାମାଙ୍କ ଦାଖଳ ଶେଷ ଦିନରେ ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ ନାମାଙ୍କ ଦାଖଳ କରିଛନ୍ତି । ନାମାଙ୍କନ ଦାଖଳ ସମୟରେ ନିଜର ଶକ୍ତି ପ୍ରଦର୍ଶନ କରିଛି ବିଜେପି । ପଦ୍ମପୁର ସହରର…

ମା’ ସମଲେଇଙ୍କ ଆଶୀର୍ବାଦ ନେଇ ସମ୍ବଲପୁର ଲୋକସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର ସମେତ ଓଡ଼ିଶା ମାଟିର ସେବା କରିବା ପାଇଁ ସବୁବେଳେ ଆଗଭର ରହିବି- ଧର୍ମେନ୍ଦ୍ର ପ୍ରଧାନ • ଏସସି, ଏସଟି, ଓବିସି ଓ ମହିଳା ସମାଜର ୪ ଜଣ ପ୍ରସ୍ତାବକଙ୍କ ସହ ନାମାଙ୍କନ ଭରିଲେ କେନ୍ଦ୍ରମନ୍ତ୍ରୀ • ମା’ ସମଲେଶ୍ୱରୀଙ୍କ ପୀଠରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶାଳ…

ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ଶତାଧିକ ନେତା ଓ କର୍ମୀ

ଓଡ଼ିଶାରେ ଚାଲିଥିବା ଅଣଓଡ଼ିଆ ଶାସନକୁ ସମୂଳେ ଧ୍ୱଂସ କରିବେ ଓଡ଼ିଶାବାସୀ: ମନମୋହନ ସାମଲ - ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି ଶ୍ରଦ୍ଧାଞ୍ଜଳୀ ରାୟ ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଲେ- ବିଜେଡି ରାଜ୍ୟ ସମ୍ପାଦକ ମଙ୍ଗଳ ସାହୁ ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗ…

ସାରା ରାଜ୍ୟରେ ଉଠିଛି ସ୍ୱର, ଏ ସରକାର ବଦଳିବା ଦରକାର: ମନମୋହନ ସାମଲ

 ନବୀନ ସରକାର ନେତୃତ୍ୱ ଅଭାବ, ଇଛା ଶକ୍ତିର ଅଭାବ, ସ୍ପଷ୍ଟତା ଓ ଗଣତନ୍ତ୍ରର ଅଭାବ  ସରକାର ସଙ୍କଟ ଦେଇ ଗତି କରୁଛି, ଦଳ ଓ ସରକାରରେ ନେତୃତ୍ୱ ଅଭାବ ରହିଛି  ବିଜେଡି ସରକାର ତିନି ଥର ନିର୍ବାଚନୀ ଇସ୍ତାହାରରେ ଜଳସେଚନ ନେଇ ବଡ ବଡ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସିଟା…

କେଜେଏସ ପ୍ଲାଣ୍ଟରେ ଫର୍ନେସ ଫାଟି ୧୦ ଆହତ

ବଡ଼ବିଲ (ଶାସକ ପ୍ରଶାସକ) ରୁଗୁଡି ସ୍ଥିତ କେଜେଏସ ଆହଲୁୱାଲିଆ ପ୍ଲାଣ୍ଟରେ ଭୟଙ୍କର ବିସ୍ପୋରଣ ଘଟି ୧୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବାର ଜଣାପଡିଛି। ସୂଚନା ଅନୁଯାୟୀ ଏହି ପ୍ଲାଣ୍ଟର ଫର୍ନେସ ଫାଟିଯିବାରୁ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏହି ବିସ୍ପୋରଣରେ ୧୦ ଜଣ ଶ୍ରମିକ ଗୁରୁତର ଆହତ…

ମାହାଙ୍ଗା ଯୁବ-ଛାତ୍ର ବିଜେଡି ପକ୍ଷରୁ ଯୁବ – ଛାତ୍ର ସମାବେଶ

 ଡବଲ ଶଙ୍ଖରେ ମୋହର ମାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତମୁଠାକୁ ମଝବୁତ କରିବାକୁ ଆହ୍ୱାନ-ବିଧାୟକ ପ୍ରତାପ ଜେନା l (ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକ କୁଆଁପାଳ ବଣୁଆ କଲେଜ ପଡ଼ିଆ ଠାରେ ମାହାଙ୍ଗା ଯୁବ-ଛାତ୍ର ବିଜେଡ଼ି ପକ୍ଷରୁ ଏକ ବିଶାଳ ଯୁବ ଛାତ୍ର ସମାବେଶ…