ଦଳୀୟ ନିର୍ବାଚନୀ ପ୍ରଚାରରେ ସରକାରୀ ଲୋଗୋ ବ୍ୟବହାର କରୁଛି ବିଜେଡି: ଦିଲୀପ ମଲ୍ଲିକ
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ
ବିଜେଡିର କଟକ ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ହୋର୍ଡିଂରେ “ଆମ ଓଡିଶା ନବୀନ ଓଡ଼ିଶା” ସରକାରୀ ଚିହ୍ନ/ଲୋଗୋକୁ ବ୍ୟବହାର କରୁଛନ୍ତି
ରବିନ୍ଦ୍ର ନାଥ ନାୟକ ସରକାରୀ କର୍ମଚାରୀ ହୋଇ ମଧ୍ୟ ବିଜେଡିର…