ଡବଲ୍ ଇଞ୍ଜିନ ସରକାର ରେ ସୁରୁଖୁରୁରେ ହେଉଛି ବିକାଶ କାର୍ଯ୍ୟ:ଅପରାଜିତା

ଜଟଣୀ ମୁନସିପାଲଟି ଅଞ୍ଚଳରେ ୧କୋଟି ୯୧ଲକ୍ଷ ଟଙ୍କାର ପ୍ରକଳ୍ପ ଜଟଣୀ ଯୁବ ପିଢ଼ି ଙ୍କ ପାଇଁ ୮୦ଲକ୍ଷ ଟଙ୍କାର ପ୍ରକଳ୍ପ ଭେଟି ଦେଲେ ଅପରାଜିତା ଭୁବନେଶ୍ୱର ତା.୦୭-୦୫:- ଆଜିର ଯୁବକ ଆସନ୍ତା କାଲି ଦେଶର ଭବିଷ୍ୟତ। ଯୁବଶକ୍ତି କୁ ସଠିକ୍ ମାର୍ଗରେ ବିନିଯୋଗ କରିବା ଲକ୍ଷ୍ୟ ନେଇ…

ସିଆଇଆଇ ଓଡିଶା ପକ୍ଷରୁ ଓଡିଶାରେ ଶିଳ୍ପ ଅଭିବୃଦ୍ଧି ଓ ସ୍ଥାୟୀ ବିକାଶ ପାଇଁ ଏକ ରୋଡମ୍ୟାପ ସହିତ ୨୦୨୬-୨୭ ପାଇଁ ନୂଆ…

ଭୁବନେଶ୍ୱର: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ), ଓଡିଶା ରାଜ୍ୟ ପରିଷଦ ପକ୍ଷରୁ, ଜେଏସଡବ୍ଲ୍ୟୁ ଷ୍ଟିଲ ଲିମିଟେଡର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନୀଲ କୁମାର ସିଂହ ୨୦୨୬-୨୭ ବର୍ଷ ପାଇଁ ଏହାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିସହିତ ଟାଟା ଷ୍ଟିଲ ଏସଇଜେଡ ଲିଃର ପରିଚାଳନା ନିର୍ଦ୍ଦେଶକ,…

“ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ଅପରାଧୀ ଲଗାମ ଛଡା !”

ବିହାର, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ପରିସ୍ଥିତି ଏବେ ଓଡ଼ିଶାରେ !! ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯିବା ଅତ୍ଯନ୍ତ ବର୍ବର ଆତଙ୍କରାଜ ଘଟଣା । ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଚିନ୍ତାଜନକ ହେଉଥିବା ବେଳେ ସାଧାରଣ…

ଓଡ଼ଗାଁ ଏନ୍ଏସି ଶତକଡା ଶହେ ଭାଗ କାମ ସାରି ଜିଲ୍ଲାରେ ପ୍ରଥମ ହୋଇଛି

ଗୃହଗଣନା ଓ ଗୃହ ତାଲିକା ସମୀକ୍ଷା ବୈଠକ ଓଡ଼ଗାଁ,୭।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ କାର୍ଯ୍ୟାଳୟ ପରିସରରେ ତହସିଲଦାର ଡ. ମାନସରଞ୍ଜନ ଭୋଇଙ୍କ ଅଧ୍ୟକ୍ଷତାରେ ଗୁରୁବାର ଗୃହ ଗଣନା ଓ ଗୃହ ତାଲିକା ସମୀକ୍ଷା ବୈଠକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ…

ଓଡ଼ଗାଁ ବସଷ୍ଟାଣ୍ଡ ପ୍ରାଚୀର ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ପ୍ରଥମେ ଓସାରିଆ ରାସ୍ତା, ପରେ ପ୍ରାଚୀର ନିର୍ମାଣ ଦାବି, ବିବାଦ ସମାଧାନ ପାଇଁ କ୍ଷେତ୍ର ପରିଦର୍ଶନ କଲେ ତହସିଲଦାର ଓ ପରିବହନ ନିଗମ ଟିମ୍ ଓଡ଼ଗାଁ, ୭।୫ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍‌ଏସି ଅନ୍ତର୍ଗତ ନିର୍ମାଣାଧୀନ ସରକାରୀ ବସଷ୍ଟାଣ୍ଡର ପୂର୍ବ…

ଚୋର ଖୋଲ ପାହାଡ଼ର ପଥରସନ୍ଧାରେ ଫସିଥିବା ଶିବ ଉଦ୍ଧାର ଘଟଣା

ଓଡ଼ଗାଁ ବ୍ଲକ ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କୁ ଜରୁରୀକାଳୀନ ସହାୟତା ପ୍ରଦାନ ଓଡ଼ଗାଁ,୭।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପ୍ରଶାସନ ତରଫରୁ ତହସିଲଦାର ଡ. ମାନସରଞ୍ଜନ ଭୋଇ, ବିଡିଓ ପ୍ରିତିବାଳା ରଣାଙ୍କ ନେତୃତ୍ୱରେ ଏକ ଦଳ ଆଜି ମଧ୍ୟାହ୍ନରେ ଶିବୁ ରହୁଥିବା…

ମେ ୯ରେ ଟିପିଏସ୍ଓଡିଏଲ୍ ଉପଭୋକ୍ତାଙ୍କ ନିମନ୍ତେ ଲୋକ ଅଦାଲତ ଏବଂ ସ୍ୱତନ୍ତ୍ର ଶିବିର

ବ୍ରହ୍ମପୁର, ମଇ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ପକ୍ଷରୁ ଆସନ୍ତା ୯ ତାରିଖରେ ଦ୍ୱିତୀୟ ଜାତୀୟ ଲୋକ ଅଦାଲତ ଓ ପ୍ରବର୍ତ୍ତନ ସମାଧାନ ଶିବିର ଅନୁଷ୍ଠିତ ହେବ । ଉପଭୋକ୍ତାଙ୍କ ଦ୍ୱାରା ଅନଧିକୃତ ବିଦ୍ୟୁତ ବ୍ୟବହାର ତଥା ବିଦ୍ୟୁତ ଚୋରି ସମ୍ୱନ୍ଧୀୟ…

ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

  ଡି.ଜିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଏଭଳି ମବ୍ ଲିଞ୍ଚିଙ୍ଗ୍ ବା ଭିଡ଼ ହତ୍ୟା ଘଟଣାର ଯେପରି ପୁନରାବୃତ୍ତି ନ ହୁଏ, ସେଥିପ୍ରତି ସତର୍କ ରହିବାକୁ ପରାମର୍ଶ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମଧ୍ୟ ଆସନ୍ତାକାଲି ବାଲିଅନ୍ତା…

ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସେରପାଲ୍ଲି ପଞ୍ଚାୟତ ରେ ଶ୍ରମିକ କଲ୍ୟାଣ ଯୋଜନା ଓ ନାମ ପଞ୍ଜିକରଣ କାର୍ଯ୍ୟକ୍ରମ ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ବ୍ଲକସ୍ଥ ସେରପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଏବଂ ଓଡ଼ିଶା ଅସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ଏକ ସଚେତନତା ଏବଂ ପଞ୍ଜିକରଣ ଶିବିର…

ଭିନ୍ନକ୍ଷମ ଅଧିକାର ଆଇନ, ୨୦୧୬ ଉପରେ ସଚେତନତା ଶିବିର ଆୟୋଜିତ

 ସୁବର୍ଣ୍ଣପୁର,୭୫(ପ୍ରକାଶ କୁମାର ହାତୀ ) ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନ ଠାରେ ଭିନ୍ନକ୍ଷମ ଅଧିକାର ଆଇନ, ୨୦୧୬ ଉପରେ ଏକ ସଚେତନତା ଶିବିର ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଏହି ଶିବିରରେ ରାଜ୍ୟ…