ବାସୁଦେବପୁର ରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଟିତ।

ବାସୁଦେବପୁର - ବାସୁଦେବପୁର ରେ ସ୍ଥାନୀୟ ଯାଦବ ପଡିଆ ରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ନୀଳମଣି ଟାଉନ୍ ହଲ୍ ପରିସର ଯାଏଁ ଆସିଥିଲା। ସମାଜସେବୀ ବାଣୀ କଲ୍ୟାଣ ମହାନ୍ତି, ସମାଜସେବୀ ଅଶୋକ କୁମାର ସାହୁ, ଶିକ୍ଷାବିତ୍ ପ୍ରତାପ କୁମାର ନାୟକ, ଲିଙ୍କନ ଦଳାଇ, ରାଧା ଗୋବିନ୍ଦ ପଟ୍ଟ…

ଯେକୌଣସି କାର୍ଯ୍ୟକ୍ରମର ସଫଳତା ପାଇଁ ଜନ ସହଭାଗିତା ଏକାନ୍ତ ଆବଶ୍ୟକ – ରାଜ୍ୟପାଳ

ସେଂଟ୍ ଜନ୍ ଆମ୍ବୁଲାନ୍ସର କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ଭୁବନେଶ୍ୱର- ଯେକୌଣସି କାର୍ଯ୍ୟକ୍ରମର ସଫଳତା ପାଇଁ ଜନ ସହଭାଗିତା ଏକାନ୍ତ ଆବଶ୍ୟକ । କୌଣସି କାର୍ଯ୍ୟକ୍ରମର ସଫଳତା ପାଇଁ କେବଳ ସରକାରୀଙ୍କର ଦାୟିତ୍ୱ ବୋଲି ଭାବିଲେ ହେବ ନାହିଁ । ସବୁ କ୍ଷେତ୍ରରେ ସଫଳତା ପାଇଁ…

ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ “ତ୍ରିରଙ୍ଗା” : ମନମୋହନ ସାମଲ

ଖୋର୍ଦ୍ଧାଠାରେ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ରାଜ୍ୟ ସଭାପତି  ନିଜ ନିଜ ଘରେ ପ୍ରତ୍ୟେକ ଭାରତୀୟ “ତ୍ରିରଙ୍ଗା ପତାକା” ଉଡାଇବାକୁ ରାଜ୍ୟ ସଭାପତି କଲେ ଅନୁରୋଧ  ତ୍ରିରଙ୍ଗା ମାଧ୍ୟମରେ ରାଷ୍ଟ୍ରବାଦ, ଜାତୀୟତାବାଦ, ଦେଶପ୍ରେମ ଜାଗ୍ରତ କରିବା ହେଉଛି ମୂଳ ଉଦ୍ଦେଶ୍ୟ…

ରାଜ୍ୟର ବିଭିନ୍ନ ସ୍ଥାନରେ ‘ବିଭାଜନ ବିଭୀଷିକାର ସ୍ମୃତି ଦିବସ’ ପାଳନ

ମାନବ ଇତିହାସର ସବୁଠୁ ବଡ ବିଭୀଷିକା : ବିଜେପି ଭୁବନେଶ୍ୱର , ତା.୧୪/୦୮: ଭାରତ ପାକିସ୍ଥାନ ବିଭାଜନ ସମୟରେ ଘୃଣା ଓ ହିଂସା ହେତୁ ଲକ୍ଷ ଲକ୍ଷ ଭାଇ ଓ ଭଉଣୀମାନେ ବିସ୍ଥାପିତ ହେବା ସହିତ ନିଜ ଜୀବନ ମଧ୍ୟ ବଳିଦାନ ଦେଇଥିଲେ । ଦେଶ ବିଭାଜନର ଯନ୍ତ୍ରଣା କେବେ ହେଲେ ଭୁଲି ହେବ ନାହିଁ ।…

ବିଜେଡି ରାଜ୍ୟରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରୁଛି: ଦିଲୀପ ମଲ୍ଲିକ

 ନବୀନ ବାବୁ ହେଉଛନ୍ତି ପପୁ ସଂସ୍କୃତିର ଦାୟାଦ  ରାହୁଲ ବାବା ଯାହା କହୁଛନ୍ତି ଏଠି ନବୀନ ବାବୁ ତାହାକୁ ଅନୁକରଣ କରୁଛନ୍ତି  ବିଜେଡି ମୁଖିଆ ଓ ତାଙ୍କ ଦଳର ନେତାମାନେ ଖଣ୍ଡି ଓଡ଼ିଆ କହି ଓଡ଼ିଶାବାସୀଙ୍କୁ ଉପହାସ କରିଆସୁଥିଲେ  ଖଣ୍ଡି ଓଡ଼ିଆ କହୁଥିବା ବିଜେଡି…

ନବରଙ୍ଗପୁର ଜିଲ୍ଲାରେ କେହିବି ଶିକ୍ଷା ରୁ ବଞ୍ଚିତ ହେବେ ନାହିଁ।

ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ ୧୪.୮. ୨୦୨୪. ଡାଇଏଟ୍ ସମ୍ମେଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜିଲ୍ଲାରେ ଦୀର୍ଘ ଦିନ ଅନୁପସ୍ଥିତ ଛାତ୍ର ଛାତ୍ରୀ, ବିଦ୍ୟାଳୟରେ ନାମ ଲେଖାଇ ନଥିବା ଓ…

କୋଷାଗୁମୁଡା ବ୍ଲକ ସଦର ମହକୁମା ଠାରେ ଯେ.ଏମ.ଏଫସି ଅଦାଲତ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଧେଶ୍ୟ ରେ ଦାବିପତ୍ର…

ବ୍ଲକ ସମ୍ମୁଖରେ ଅନିର୍ଦ୍ଧିଷ୍ଟକାଳ ପାଇଁ ଗଣଧାରଣା ପ୍ରଦର୍ଶନ କୋଷାଗୁମୁଡା, ନବରଙ୍ଗପୁର ୧୪/୦୮/୨୦୨୪, ଅଶୋକ ସାହୁ, ଶାସକ ପ୍ରଶାସକ ବିଗତ ୨୦୧୭ ମସିହା ଜୁଲାଇ ମାସ ୨୯ ତାରିଖ ଦିନ ଓଡିଶା ସରକାର ଙ୍କ ପତ୍ର ନମ୍ବର ୭୯୭୩ ଅନୁଯାଇ ଏକ ଚିଠି ଜାରି ହୋଇଥିଲା ଯେଉଁଥିରେ କି ଓଡିଶା ର ବିଭିନ୍ନ…

ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ

ଭୁବନେଶ୍ୱର, ୧୩/୦୮/୨୦୨୪: ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ପାଳନ ହେଉଅଛିା କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ନିର୍ଦ୍ଦେଶାକ୍ରମେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଘରେ ଘରେ…

ଭାରତୀୟ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ବର ଖଇରା/ବୁଲୁ ଲେଙ୍କା/ ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଦିନ ସିମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ବକ୍ରେଶର ଠାରେ ଭାରତୀୟ ବିଜେପି  ଯୁବମୋର୍ଚ୍ଚା ପକ୍ଷରୁ ଯୁବନେତା ତଥା ରାଜ୍ୟ ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଇଂ. ରାଜେଶ ମହାକୁଡ ନେତୃତ୍ୱରେ ଭକ୍ତ ମାନଙ୍କ…

ଭଞ୍ଜନଗର କବିସମ୍ରାଟ ଷ୍ଟାଡିୟମରେ ରେ ଛାତ୍ରଛାତ୍ରୀ ଙ୍କ ଅଭ୍ୟାସ ପ୍ୟାରେଡ୍ ଅନୁଷ୍ଠିତ

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ଉପଖଣ୍ଡ ସଦରମହକୁମା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମରେ ଚଳିତ ୭୮ ତମ ସ୍ଵାଧୀନତା ଦିବସ ର ଅଭ୍ୟାସ ପ୍ୟାରେଡ୍ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ପ୍ରସ୍ତୁତି ବୈଠକ ର ପୂର୍ବ ନିର୍ଧାରିତ ସୁଚି…