ଶ୍ରୀ କୃଷ୍ଣ ଶରଣ ପୁରରେ ରାଜନୈତିକ ହିଂସା : ଜଣଙ୍କ ଜୀବନ ଚାଲିଗଲା
ଶିବରାମ ଜେନା/ଶାସକ ପ୍ରଶାସକ/ ଖଲ୍ଲିକୋଟ: ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ଶ୍ରୀ କୃଷ୍ଣ ଶରଣ ପୁରରେ ଏକ ଅଭାବନୀୟ ଘଟଣା ଦୃଶ୍ୟ ସାମ୍ନାକୁ ଆସିଛି । ଗତକାଲି ରାତ୍ର ପ୍ରାୟ ୯ଘଣ୍ଟା ସମୟ ରେ ବିଜେପି ର ବ୍ୟାନର ଲଗାଇବାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଦେଖାଦେଇଥିଲା । ଯାହା ଫଳରେ କି ୧୫ କି…