ବରଗଡ଼ରେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ
ବିଜେପୁର ସମେତ ବରଗଡ଼ରେ ବିକାଶ ସ୍ଥିର, ଦାୟିତ୍ୱ ନେଇ ମୁଖ୍ୟମନ୍ତ୍ରୀ ଅଞ୍ଚଳବାସୀଙ୍କୁ ଧୋକ୍କା ଦେଇଛନ୍ତି– ଧର୍ମେନ୍ଦ୍ର ପ୍ରଧାନ
• ଭଟଲି, ପଦ୍ମପୁର, ବିଜେପୁର ଓ ଅତାବିରା ନିର୍ବାଚନମଣ୍ଡଳୀରେ ‘ବିଜୟ ସଂକଳ୍ପ ସମାବେଶ’ରେ ଯୋଗଦେବା ସହ ବରଗଡ଼ରେ ରୋଡ୍ ସୋ’ରେ ପ୍ରଚାର କଲେ• ନବୀନ ସରକାରରେ…