ନିର୍ବାଚନ ପରବର୍ତ୍ତୀ ଆଇନଶୃଙ୍ଖଳା ଓ କାଉଣ୍ଟିଙ୍ଗ୍‌ ସେଣ୍ଟରର ସୁରକ୍ଷା ପାଇଁ ଆଉ ୭୦ କମ୍ପାନୀ ସିଏପିଏଫ୍‌: ସିଇଓ

ଭୁବନେଶ୍ବର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ସୁରକ୍ଷା ପାଇଁ ଏଇଥର ଓଡ଼ିଶାରେ ରେକର୍ଡ ସଂଖ୍ୟକ ସିଏପିଏଫ୍‌ କମ୍ପାନୀ (୧୮୫) ମୁତୟନ ହୋଇଥିଲେ । ରାଜ୍ୟରେ ଚାରି ପର୍ଯ୍ୟାୟ ମତଦାନ ହୋଇସାରିବା ପରେ ଏହା ମଧ୍ୟରୁ କେବଳ ୨୫ କମ୍ପାନୀ ସିଏପିଏଫ୍‌ ଇଭିଏମ୍‌ ଷ୍ଟ୍ରଙ୍ଗରୁମ୍‌, କାଉଣ୍ଟିଙ୍ଗ୍‌…

ଆର୍ଥିକ ଇକୋନୋମେଟ୍ରିକ୍ସ ଏବଂ ଆର୍ଥିକ ବଜାରର ପରୀକ୍ଷାମୂଳକ ମଡେଲିଂ ଉପରେ ତାଲିମ କାର୍ଯ୍ୟକ୍ରମ

ଉପଯୁକ୍ତ ନିଷ୍ପତ୍ତି ନେବା ପାଇଁ ବିଶେଷଜ୍ଞମାନଙ୍କ ଦ୍ୱାରା ଆର୍ଥିକ ଇକୋନୋମେଟ୍ରିକ୍ସ ଏବଂ ଏମ୍ପାୟାରିକ୍ ମଡେଲିଂର ନୂତନ କ୍ଷେତ୍ରର ଅନୁଧ୍ୟାନ ଭୁବନେଶ୍ୱର, ୨ ଜୁନ୍ ୨୦୨୪: ସମସାମୟିକ ଆର୍ଥିକ ବଜାରର ଅପୂର୍ବ ଗତିଶୀଳତାର ପ୍ରତିକ୍ରିୟା ଭାବେ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ…

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜନିତ ସ୍ଥିତି ଓ ଏହାର ମୁକାବିଲା ନିମନ୍ତେ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟ ଶାସନ…

ଜନସଚେତନତା ପାଇଁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ବଢାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଭୁବନେଶ୍ୱର: ସଂପ୍ରତି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ଓ ଏହା ଯୋଗୁଁ ବିଭିନ୍ନ ଜିଲ୍ଲାରେ ଗତ କିଛି ଦିନ ହେଲା ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ଯୋଗୁଁ ଅସ୍ୱାଭାବିକ ସ୍ଥିତି…

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ

ବୁଥ୍ କ୍ୟାପଚରିଂ ଓ ହିଂସା ଭଳି ଅନୈତିକ କାର୍ଯ୍ୟକୁ ଆପଣାଇଛି ବିଜେଡି : ଦିଲୀପ ମଲ୍ଲିକ  ବିଜେଡି ହାରିବା ନିଶ୍ଚୟ ଜାଣିପାରି ବିଭିନ୍ନ ସ୍ଥାନରେ ହିଂସା, ମାଡପିଟ୍ ଓ ବୁଥ୍ ରିଗିଙ୍ଗ୍ କରିବା ଭଳି ଅପଚେଷ୍ଟା କରିଛି  ଓଡିଶାରେ ବିଜେଡି ପକ୍ଷରୁ ପ୍ରାୟୋଜିତ ଆଜିର ନିର୍ବାଚନି…

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ତାଳଚେର ଅଞ୍ଚଳ ପରିଦର୍ଶନ |

ସାଇଡିଂରୁ ଶୀଘ୍ର କୋଇଲା ଉତ୍ତୋଳନ ପାଇଁ କାର୍ଯ୍ୟ ଯୋଜନାର ସମୀକ୍ଷା କଲେ | ତାଳଚେର କୋଇଲା କ୍ଷେତ୍ରକୁ ସଂଯୋଗ କରିବାପାଇଁ ଚାଲୁରହିଥିବା ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମ୍ବନ୍ଧରେ ଅବଗତ ହେବା ସହ ଖଣି ଏବଂ ଶିଳ୍ପ ସଂସ୍ଥା ଗୁଡିକ ପାଇଁ ଟ୍ରାଫିକ୍ ସୁବିଧା ଭିତ୍ତିଭୂମି…

ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ଶ୍ରୀମନ୍ଦିର ସମ୍ମୁଖ ରଥଖଳାରେ ପବିତ୍ର ରଥକାଠ ଛୁଇଁ ପ୍ରଣିପାତ କଲେ • ଆମ ଦେଶରେ ଏକ ଶକ୍ତିଶାଳୀ, ନିର୍ଣ୍ଣାୟକ ଓ ଦୃଢ ସରକାର ଗଠନ ହେଉ, ଏହା କାମନା ପୁରୀ, ଜୁନ ୧ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନିର୍ବାଚନର ଅନ୍ତିମ ଦିନରେ ପୁରୀ ଗସ୍ତରେ ଯାଇ ମହାପ୍ରଭୁ…

ଗୁଣପୁର ପୌର ପରିଷଦ ରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଦାବୀ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସହର ରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଗୁଣପୁର ଉନ୍ନୟନ ଯୁବ ସଂଗଠନ ତରଫରୁ 20ଦଫା ଦାବୀ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇ ଛି l ସହର ମଧ୍ୟରେ ଥିବା ମାର୍କେଟ କମ୍ପ୍ଲେକ୍ସ ଗୁଡିକରେ ପାର୍କିଙ୍ଗ ଅଭାବ, ଦୋକାନ ଗୃହ ଗୁଡିଜର…

ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ବାଣ ବିସ୍ଫୋରଣ ଘଟଣାର କ୍ଷତି ଭରଣା କରାଯାଇପାରିବ ନାହିଁ • ପ୍ରଚାର ସର୍ବସ୍ୱ ସରକାରରେ ଲକ୍ଷାଧିକ ଲୋକ ପୁରୀକୁ ଆସୁଛନ୍ତି • ପୁରୀରେ ଜାତୀୟ ସ୍ତରର ଚିକିତ୍ସା ସୁବିଧା ନଥିବା ବିଡମ୍ବନା ପୁରୀ, ଜୁନ ୧ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପୁରୀ ଗସ୍ତରେ…

ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ଦୁଇଦିନିଆ କର୍ମଶାଳା ଉଦଯାପିତ

ପ୍ରଗତିଶୀଳ ଶିକ୍ଷା ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱାରୋପ ଯୋଗଦେଲେ ୧୨୦ରୁ ଅଧିକ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ଭୁବନେଶ୍ୱର, ୧/୬ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୁଲ୍ୟରେ ଶୁକ୍ରବାରଠୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନଙ୍କ ଦୁଇଦିନିଆ କର୍ମଶାଳା ଉଦଯାପିତ ହୋଇଛି…

ଚାରୋଟି ବସ୍ ମଧ୍ୟରେ ଜଳି ହୋଇଗଲା ପାଉଁସ

ବିଷମ କଟକ: ରାୟଗଡା ଜିଲ୍ଲା ବିଷମ କଟକ ସଦର ବସ୍‌ଷ୍ଟାଣ୍ଡ ରେ ଠିଆ ହୋଇଥିବା ଚାରୋଟି ବସ୍ ନିମିସକ ମଧ୍ୟରେ ଜଳି ପାଉଁସ ହୋଇଗଲା । ଘଟଣା କ୍ରମରେ ଶନିବାର ଦିନ ଅପରାହ୍ନ ୨.୩୦ମିନିଟ୍ ସମୟରେ ବିଷମ କଟକ ବସ୍‌ଷ୍ଟାଣ୍ଡ ଭିତରେ ୬ଟି ବସ୍ ଧାଡି ରେ ଠିଆ ହୋଇଥିବା ବେଳେ ସେଥି ମଧ୍ୟରୁ ହଠାତ୍ ଗୋଟିଏ…