ଶୈଳୀ ଏବଂ ଅଭିନବୀକରଣର ତିନି ଦଶନ୍ଧିରୁୁ ଉର୍ଦ୍ଧ୍ବ ସମୟର ଉତ୍ସବ ପାଳନ ପରେ, ଏହାର ନେତୃତ୍ୱକୁ ଶକ୍ତିଶାଳୀ କରିବା ପାଇଁ…
କୋଲକତା- ନିଜର ଜୟଯାତ୍ରା ପଥରେ କ୍ଲାନ୍ତ ନ ହୋଇ, ଡେ଼ନିମର ଏକ ବିରାଟକାୟ ଅପ୍ରତିଦ୍ୱନ୍ଦୀ ଅଂଶବିଶେଷ ଭାବରେ କାମାରୋ ଫାସନ ଜଗତରେ ନିଜର ମାର୍କେଟ ଆଧିପତ୍ୟର ଭାରସାମ୍ୟକୁ ସଠିକ୍ ଭାବରେ ଧରି ରଖି, କେବଳ ପୁରୁଷ ମାନଙ୍କ ପାଇଁ ନୂତନ ଚମତ୍କାର ସମ୍ଭାର ର ଶୁଭାରମ୍ଭ କରିଛି । ତିନି ଦଶନ୍ଧିରୁ…