ପୁରୀ ରଥଯାତ୍ରାରେ ଠେଲାପେଲାରେ ଜଣକ ଦୁଃଖଦ ମୃତ୍ୟୁ:ଅଘଟଣା ନେଇ ବିଜୁ ଜନତା ଦଳର ଗଭୀର ଶୋକ ପ୍ରକାଶ

ତ୍ରୁଟି ଶୂନ୍ୟ ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ ଭୁବନେଶ୍ୱର, ୧୬ ଜୁଲାଇ ୨୦୨୬: ପବିତ୍ର ପୁରୀ ରଥଯାତ୍ରା ଅବସରରେ ଠେଲା ପେଲା ଯୋଗୁଁ ଜଣେ ଭକ୍ତଙ୍କର ଦୁଃଖଦ ମୃତ୍ୟୁ ହୋଇଛି। ଏହାସହିତ ବହୁ ସଂଖ୍ୟକ ଭକ୍ତ ଆହତ ହୋଇଛନ୍ତି । ଉକ୍ତ ଦୁଃଖଦ ଘଟଣାକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଗଭୀର…

ଭାରତର ଇଲେକ୍ଟ୍ରୋନିକ ଗୋଲ୍ଡ ରିସିପ୍ଟସ୍ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଅଗମଣ୍ଟ ସହିତ ଏନଏସଇର ସହଭାଗିତା

ନୂଆଦିଲ୍ଲୀ : ଭାରତରେ ଇଲେକ୍ଟ୍ରୋନିକ ଗୋଲ୍ଡ ରିସିପ୍ଟସ (ଇଜିଆର) ବ୍ୟବସ୍ଥାର ବିକାଶ ଓ ଅଭିବୃଦ୍ଧିରେ ସାହାଯ୍ୟ କରିବା ପାଇଁ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍‌ ଇଣ୍ଡିଆ (ଏନଏସଇ), ଦେଶର ଅନ୍ୟତମ ଅଗ୍ରଣୀ ସମନ୍ୱିତ ସୁନା ପ୍ଲାଟଫର୍ମ ଅଗମଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡ ସହିତ ଏକ ରଣନୀତିକ…

ହରିଦାସପୁର- ପାରାଦ୍ବୀପ ଦ୍ଵିତୀୟ ରେଳ ଲାଇନ ପାଇଁ ବୈଜୟନ୍ତ ପଣ୍ଡାଙ୍କ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବୈଜୟନ୍ତ ପଣ୍ଡା  ନୂଆଦିଲ୍ଲୀ/ଭୁବନେଶ୍ୱର, ୧୫/୦୭ : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପ-ସଭାପତି ଏବଂ କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଜିଲ୍ଲାର ଜୀବନରେଖା କୁହାଯାଉଥିବା ହରିଦାସପୁର-ପାରାଦୀପ…

ବିଶ୍ୱ ବ୍ୟାଙ୍କ ପୋଷିତ ମାଲାୱିର ଡିଜିଟାଲ୍ ପ୍ରୋକ୍ୟୁରମେଣ୍ଟ ପ୍ରକଳ୍ପ ହାସଲ କଲା ସିଏସଏମ୍ ଟେକ୍

ଭୁବନେଶ୍ୱର / ବ୍ଲାଣ୍ଟାୟାର (ମାଲାୱି),ଜୁଲାଇ 15, 2026 : ଉଦୀୟମାନ ଅର୍ଥନୀତିମାନଙ୍କ ପାଇଁ ଡିଜିଟାଲ୍ ପବ୍ଲିକ୍ ଇନଫ୍ରାଷ୍ଟ୍ରକ୍ଚର (DPI) ସମାଧାନ ପ୍ରଦାନ କରୁଥିବା ଅଗ୍ରଣୀ ଗଭ୍‌ଟେକ୍ କମ୍ପାନି ସିଏସଏମ୍ ଟେକ୍ନୋଲୋଜିଜ୍ ଲିମିଟେଡ୍ (NSE: CSM | BSE: 544806) ମାଲାୱିର ପବ୍ଲିକ୍…

କିଟ୍‍ ଛାତ୍ରୀ ‘ଇଣ୍ଡିଆନ୍ ଆଇଡଲ୍‌’ ୨୦୨୬ ଗ୍ରାଣ୍ଡ ଫିନାଲିଷ୍ଟ ଜ୍ୟୋତିର୍ମୟୀଙ୍କ ହୋମ୍‍କମିଂ ସେଲିବ୍ରେସନ୍‍

ଭୁବନେଶ୍ୱର, ୧୫ ।୭: ସୋନି ଟିଭିର ଲୋକପ୍ରିୟ ରିଆଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍‌’ ସିଜନ୍ ୧୬ର ଗ୍ରାଣ୍ଡ ଫିନାଲେରେ ପହଞ୍ଚିଥିବା କିଟ୍ ଛାତ୍ରୀ ତଥା ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକଙ୍କ ହୋମ୍‍ କମିଂ ସେଲିବ୍ରେସନ୍‍ ଅବସରରେ ତାଙ୍କୁ କିଟ୍‍ ଓ କିସ୍‍ ପକ୍ଷରୁ ବୁଧବାର ଉଚ୍ଛ୍ୱସିତ…

ଭକ୍ତକବି ଗୋପାଳକୃଷ୍ଣ

କବି କଳହଂସ ଗୋପାଳକୃଷ୍ଣଙ୍କ ରାଧାକୃଷ୍ଣ ଲୀଳାମୃତ ପବିତ୍ର ରଚନା ପଦାବଳୀ କରେଭକତକୁ ପୁଲକିତ ।।ପରମ ପୁରୁଷ ଶ୍ରୀ କୃଷ୍ଣଚନ୍ଦ୍ର ଆହ୍ଲାଦିନୀ ଶକ୍ତି ରାଧା ଧରଣୀ ବୁକୁରେ ମାନବ ଲୀଳାରେସହିଛନ୍ତି କେତେ ବାଧା ।।ନବଧା ଭକତି ଭାବରେ ବିରଚି ଭାବ ରାଗ ରସେ ଛନ୍ଦି ଆବାଳବୃଦ୍ଧବନିତା ସଭିଙ୍କୁପ୍ରେମରେ…

ଡାକଘର ନିର୍ମାଣ ଦାବି: ଡାକ ଅଧିକ୍ଷକଙ୍କୁ ଭେଟିଲା ଓଡ଼ଗାଁ ବିକାଶ ମଞ୍ଚ,

ଓଡ଼ଗାଁ, ୧୫।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁଠାରେ ସ୍ଥାୟୀ ଡାକଘର ନିର୍ମାଣ ଦାବିକୁ ନେଇ ବୁଧବାର ଓଡ଼ଗାଁ ବିକାଶ ମଞ୍ଚର ଏକ ପ୍ରତିନିଧି ଦଳ ନୟାଗଡ଼ ଡାକ ମଣ୍ଡଳର ଅଧିକ୍ଷକ ମନୋଜ କୁମାର ପଟ୍ଟନାୟକଙ୍କୁ ଓଡ଼ଗାଁ ଡାକଘରରେ ସାକ୍ଷାତ କରି ଦୃଷ୍ଟି ଆକର୍ଷଣ କରିଛନ୍ତି।…

ଛତୁ ଚାଷ ବର୍ଜ୍ୟବସ୍ତୁରୁ ଜିଆଖତ ପ୍ରସ୍ତୁତି ଉପରେ ତାଲିମ ଶିବିର,

ଓଡ଼ଗାଁ, ୧୫।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପନ୍ତିଖାରୀ ଗ୍ରାମପଞ୍ଚାୟତର ମଶାବାରୀ ଗ୍ରାମରେ ଖଣ୍ଡପଡ଼ା କୃଷକ ଉତ୍ପାଦନ କମ୍ପାନୀ ପକ୍ଷରୁ କୃଷକ ଓ କୃଷିଜୀବୀ ମହିଳାମାନଙ୍କ ପାଇଁ ବୁଧବାର ଏକ ତାଲିମ ଶିବିର ଆୟୋଜିତ ହୋଇଥିଲା।ଶିବିରରେ ନୟାଗଡ଼ କୃଷି…

ପିଏମ୍ ଆବାସ ଚୟନ ଅନିୟମିତତା କୁ ନେଇ ଅସନ୍ତୋଷ, ପୁନଃ ସର୍ବେକ୍ଷଣ ଦାବି

ଓଡ଼ଗାଁ, ୧୫।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ) ହିତାଧିକାରୀ ଚୟନକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ରଙ୍ଗଣୀପାଟଣା ସମେତ ୧୦ଟି ପଞ୍ଚାୟତର ଶତାଧିକ ଆବେଦନକାରୀ ବୁଧବାର ଓଡ଼ଗାଁ ବିଡିଓ ପ୍ରୀତିବାଳା ରଣାଙ୍କୁ ଭେଟି…

ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଦସ୍ତଖତ ଥିବା ବିଭାଗୀୟ ନଥିପତ୍ରକୁ ଜାଲ କରି ଦୁଇ ଅଟକ

ସୁନ୍ଦରଗଡ (ସ୍ୱତନ୍ତ୍ର ପ୍ରତିନିଧି ) : ସୁନ୍ଦରଗଡ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଦସ୍ତଖତ ଥିବା ବିଭାଗୀୟ ନଥି ପତ୍ରକୁ ଜାଲ କରି କେହି ଜଣେ ଦୁର୍ବୃତ୍ତ ବିଭାଗୀୟ କାମ ଦେଇଥିବା ନେଇ ଟାଉନ ଥାନାରେ ମାମଲା ରୁଜ୍ଜୁ ହେବ ପରେ ଆଜି ଜୁଲାଇ 15 ତାରିଖ ସହରର କେନ୍ଦ୍ରସ୍ଥଳରେ ଥିବା…