ଆଜି ରାତିରେ ଗଞ୍ଜାମ ଉପକୂଳ ଅତିକ୍ରମ କରିପାରେ ଅବପାତ; ଓଡ଼ିଶାରେ ବର୍ଷା ଆଶଙ୍କା
ଭୁବନେଶ୍ୱର, ସେପ୍ଟେମ୍ବର ୨୨: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଓଡ଼ିଶା ଉପକୂଳ ସମାନ୍ତରାଳ ଭାବେ ଗତି କରିବା ସହ ଆଜି ରାତିରେ ଗଞ୍ଜାମ ଜିଲ୍ଲା ଉପକୂଳର କୌଣସି ଏକ ସ୍ଥାନରେ ସ୍ଥଳଭାଗ ଅତିକ୍ରମ କରିପାରେ ବୋଲି ଶିକ୍ଷା ‘ଓ’ ଅନୁସନ୍ଧାନ (SOA)ର ସେଣ୍ଟର ଫର ଏନଭାଇରନମେଣ୍ଟ ଆଣ୍ଡ କ୍ଲାଇମେଟ୍!-->…