ଗୁଣୁପୁର ସଦର ହସ୍ପିଟାଲ ରେ ତାଲୁକ ଲିଗାଲ କମିଟି ଦ୍ୱାରା ବିଶ୍ୱ ମାନସିକ ଦିବସ ଅନୁଷ୍ଠିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଙ୍କ କାର୍ଯ୍ୟାଳୟ ଅଧୀନ ରେ ଥିବା ତାଲୁକ ଲିଗାଲ ସହାୟତା କମିଟି ଦ୍ୱାରା ବିଶ୍ୱ ମାନସିକ ଦିବସ ଅନୁଷ୍ଠିତ ହୋଇ ଯାଇଛି
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଶେଖ…