
ବିଜେପୁର : ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ବିଜେପୁର ଦୁର୍ଗାପୂଜା ମଣ୍ଡପ ଠାରେ ଯୋଗ ଦେଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ,ବରଗଡ ପୁରୋହିତ ନରସିଂହ ହୋମ ମାଲିକ ରାମକୃଷ୍ଣ ପୁରୋହିତ ଗୁରୁବାର ସନ୍ଧ୍ୟା ୫:୩୦ ପାଖାପାଖି ରେ ଯୋଗଦେଲେ ସ୍ଥାନୀୟ ବିଧାୟକ ସନତ କୁମାର ଗଡତିଆ, ଜିଲ୍ଲା ପରିଷଦ ସୁଶାନ୍ତ ଗଡତିଆ, ରାଜକିଶୋର ସାହୁ ଓ କାର୍ଯ୍ୟକର୍ତ୍ତା ମହେଶ ଦେବତା ସହ ଦଳୀୟ କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ । ପ୍ରଥମେ ମା ଜଗତ ଜନନୀ ଦୁର୍ଗା ଙ୍କୁ ପୂଜାର୍ଚନା କରିବା ପରେ ଲୋକଙ୍କ ସମସ୍ୟା ବୁଝିଥିଲେ ସାଂସଦ ସମାଧାନ ପାଇଁ ଆଲୋଚନା କରିଥିଲେ ।