ଶିବାନନ୍ଦ ଆଶ୍ରମରେ ଆରାଧନା ଦିବସ ପାଳିତ .
ରାଉରକେଲା,(ବସନ୍ତ କୁମାର ଜେନା): ଦିବ୍ୟ ଜୀବନ ସଂଘ ରାଉରକେଲା ଶାଖା ଆନୁକୂଲ୍ୟରେ ସ୍ବାମୀ ଶିବାନନ୍ଦଙ୍କ ୬୧ତମ ପୂଣ୍ୟତିଥି ଛେଣ୍ଡ ସ୍ଥିତ ଶିବାନନ୍ଦ ଆଶ୍ରମରେ ଆରାଧନା ଦିବସ ରୂପେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ବାମୀ ବ୍ରହ୍ମସାକ୍ଷାତକାରନନ୍ଦ ମହାରାଜ ମୁଖ୍ୟ ପ୍ରବଚକ ଭାବେ…