ବିଜେପୁର ଆୟୁର୍ବେଦ ସରକାରୀ ଡାକ୍ତରଖାନା ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳି ରେ ପରିଣତ
ନୂଆପଡ଼ା ଜିଲ୍ଲା ରୁ କଳିମ୍ ମହମ୍ମଦ(ଶାସକ ପ୍ରଶାସକ): ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବିଜେପୁର ଆୟୁର୍ବେଦ ସରକାରୀ ଡାକ୍ତର ଖାନା ଅସାମାଜିକ ଯୁବକ ଙ୍କ ଆଡ୍ଡାସ୍ଥଳି ରେ ପରିଣତ ହୋଇଯାଇଛି,ବିଜେପୁର ଡାକ୍ତର ଖାନା ଗରିବ ଲୋକ ଙ୍କ ପାଇଁ ମାଗଣା ରେ ଚିକିତ୍ସା ସହ ଔଷଧ ବିତରଣ କରିବା ର ସେବା…