ଟିପିଡବ୍ଲୁଓଡିଏଲ ସହଯୋଗରେ ‘ଶ୍ରଦ୍ଧା’ର ଭିନ୍ନକ୍ଷମଙ୍କ ମୌଳିକ ଅଧିକାର ଉପରେ କର୍ମଶାଳା
ରାଉରକେଲା,(ବସନ୍ତ କୁମାର ଜେନା): ଶ୍ରଦ୍ଧା ଅନୁଷ୍ଠାନ ତରଫରୁ ଟିପିଡବ୍ଲୁଓଡିଏଲ ସହାୟତା ରେ ଶ୍ରଦ୍ଧା ଆୟୋଜିତ ଭିନ୍ନକ୍ଷମ ମାନଙ୍କ ପାଇଁ ସେମାନଙ୍କର ମୈ।ଳିକ ଅଧିକାର ଦିନିକିଆ କର୍ମଶାଳା ଆୟୋଜିତ ହୋଇଥିଲା । ରାଉରକେଲା ର ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଆଲୋକ ରଂଜନ ମଲ୍ଲିକ!-->!-->!-->…