ରୋଟାରୀ କ୍ଲବ ଆନୁକୁଲ୍ୟରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ

ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ସଦରମହକୁମା ରୋଟାରୀ କ୍ଲବ ଆନୁକୁଲ୍ୟରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି। ରୋଟାରୀ ସଭାପତି ଶ୍ରୀକାନ୍ତ ଖଟେଇ ଏବଂ ସମ୍ପାଦକ ଅବିନାଶ ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକସଂପର୍କ…

ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ” ବିଶ୍ୱ ବନ୍ଧୁତା ଦିବସ ” ପାଳିତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷେତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ଼କ୍ରସ ଓ ରେଡ ରିବନ ଶାଖା ତରଫରୁ ବିଶ୍ୱ ବନ୍ଧୁତା ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନ ଏବଂ ଯୁବ…

ପୁରୀ ରାମ କୃଷ୍ଣ ମିଶନ ମହାରାଜ ଙ୍କ ଦ୍ଵାରା ଗରିବ ଛାତ୍ରଛାତ୍ରୀଙ୍କୁ ରେନ୍ କୋଟ ବଣ୍ଟନ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୪/୦୮/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗରୁଡ ଗୁଡା ସ୍ଥିତ ରାମ କୃଷ୍ଣ ସାରଦା ସେବା ସଂଘ ପରିସରରେ ଏଠାରେ ଅଧ୍ୟୟନ କରୁଥିବା ଗରିବ ଛାତ୍ରଛାତ୍ରୀଙ୍କୁ ରେନ କୋଟ (ବର୍ଷା ପୋଷାକ ) ବଣ୍ଟନ କରାଯାଇଛି। ପୁରୀ ରାମ କୃଷ୍ଣ ମିଶନ ର ନିରଞ୍ଜନ…

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ ଓ ନୂତନ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ପ୍ରଥମ ବାର୍ଷିକ ସମ୍ମିଳନୀ ଏବଂ ନବ ନିର୍ବାଚିତ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ନୋଡ଼ାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି I ପ୍ରାଥମିକ ବିଦ୍ୟାଳୟ…

ସ୍ଵେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ: ଥାଲାସେମିଆ ରୋଗୀଙ୍କ ପାଇଁ ଏକ ଅନନ୍ୟ ଉଦ୍ୟମ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଟାଉନ ହଲରେ ଜାତୀୟ ଥାଲାସେମିଆ ଫୋରମ୍ ଓ ଯୋଗାଣ ବିଭାଗ ଗୁଣୁପୁର ପକ୍ଷରୁ ଏକ ସ୍ଵେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିର ରୁ ମୋଟ 200 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ…

ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାରକୁ ମିଳିଲା ସମ୍ମାନଜନକ ଏକ୍ସିଡ୍ ସିଏସ୍ଆର ପୁରସ୍କାର ୨୦୨୪

ନୂଆଦିଲ୍ଲୀ/ଭୁବନେଶ୍ଵର, ଅଗଷ୍ଟ ୦୪, ୨୦୨୪: ଉଲ୍ଲେଖନୀୟ କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ବ (ସିଏସ୍ଆର୍) କାର୍ଯ୍ୟକ୍ରମ ନିମନ୍ତେ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି)କୁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ସମର୍ଥିତ ସମ୍ମାନଜନକ…

ଇରାକରୁ ଫେରିଲେ ଫସିଥିବା ଓଡିଆ ଯୁବକ: ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କୁ କୃତଜ୍ଞତା

ଭୁବନେଶ୍ବର, ୦୪|୦୮ - ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଇରାକରେ ଫସିଥିବା ଓଡିଆ ଯୁବକ ବିମଳ ରଣଜିତ ଆଜି ନିଜ ଘରକୁ ଫେରିଛନ୍ତି| ବିମଳଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡା ଭାରତୀୟ…

ଭୁବନେଶ୍ୱର ପାଇଁ ଗଠନ ହେଉ ଐତିହ୍ୟ ଉନ୍ନୟନ କର୍ତ୍ତୃପକ୍ଷ : ରଶ୍ମୀ ମହାପାତ୍ର

ଭୁବନେଶ୍ୱର :ଭୁବନେଶ୍ୱର ଐତିହ୍ୟ ଉନ୍ନୟନ କର୍ତ୍ତୃପକ୍ଷ ( Bhubaneswar Heritege Development Authority ) ପ୍ରତିଷ୍ଠା ନେଇ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରସ୍ତାବ ଦେଇଛନ୍ତି ଏକାମ୍ର ବିକାଶ ମଞ୍ଚର ଅଧ୍ୟକ୍ଷ, ବିଜେପି ନେତ୍ରୀ ତଥା ଭୁବନେଶ୍ୱରର ଜଣାଶୁଣା…

ଓସିପିଏଲରେ ହୋଇଛି ୩୭୨ କୋଟି ଟଙ୍କାର ବ୍ୟାପକ ଦୁର୍ନୀତି : ଓଡିଶା ସୂଚନା ଅଧିକାର ଅଭିଯାନ

ଭୁବନେଶ୍ୱର, ୩.୮ : ଗତ ୧୬ ଜୁଲାଇ ୨୦୨୪ ରିଖରେ ଆକାଉଣ୍ଟାଣ୍ଟ ଜେନେରାଲ ତାଙ୍କ ଅଡ଼ିଟରେ ଏକ ସାଙ୍ଘାତିକ ତଥ୍ୟର ଖୁଲାସା କରିଛନ୍ତି ଯାହାକି ଓଡ଼ିଶା କମ୍ପାନୀ ଇତିହାସରେ ବଡ଼ କ୍ଷତି ବୋଲି ଧରାଯିବ । ଓଡ଼ିଶା କୋଲ୍ ଆଣ୍ଡ ପାୱାର ଲିମିଟେଡ଼ କମ୍ପାନୀରେ ଉତ୍ପାଦିତ କୋଇଲାର ଗ୍ରେଡ ବା ମାନ…

ଅଲ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ଖଇରା ତରଫରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଖଇରା/ବୁଲୁ ଲେଙ୍କା:  ବାଲେଶ୍ୱର୍ ଜିଲ୍ଲା ଖଇରା ବ୍ଲକ ଶିକ୍ଷକ ଭବନ ପରିସରରେ ଅଲ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ଖଇରା ତରଫରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ଏହି ସଭାରେ ମୁଖ୍ୟ ଅତିଥି ଭାବେ ଖଇରା ସିମୁଳିଆ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡା,ମୁଖ୍ୟବକ୍ତା ଗୋଷ୍ଟି…