ବିଦ୍ୟାଳୟ ପରିଚାଳନା କମିଟି:ଶିକ୍ଷାବିତ, ଶିକ୍ଷା ବିଶେଷଜ୍ଞଙ୍କ ସ୍ଥାନରେ ଅଙ୍ଗନବାଡ଼ି ଓ ଆଶା କର୍ମୀ !
ଭୁବନେଶ୍ୱର: ୧୯/୦୭/୨୦୨୬- ଭାରତ ସରକାରଙ୍କ ନୂତନ ଶିକ୍ଷା ନୀତି -୨୦୨୦ ଏବଂ ପିଲାଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ -୨୦୦୯ ଆଧାରରେ, ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା, ପରିଚାଳନାରେ ସ୍ଵଚ୍ଛତା ସହିତ ଦକ୍ଷତା ବୃଦ୍ଧି, ଉତ୍ତରଦାୟିତ୍ୱ ସ୍ଥିର କରିବା,!-->…