କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀଙ୍କ ସହ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ବୈଠକ

ଜାତୀୟ ରାଜପଥ ର ପ୍ରକଳ୍ପ ଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ଓ ଭବିଷ୍ୟତର ଖସଡ଼ା ପ୍ରସ୍ତୁତ ଉପରେ ବୈଠକ ନୂଆଦିଲ୍ଲୀ: ୧୩ ଅଗଷ୍ଟ:  ମୁଖ୍ୟମନ୍ତ୍ରୀ ଓଡ଼ିଶା ଶ୍ରୀ ମୋହନ ଚରଣ ମାଝୀ, ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏବଂ NH…

ସୁଦୃଢ ଶିକ୍ଷାନୀତିର ପ୍ରଣୟନ ଆଣିବ ଉଚ୍ଚଶିକ୍ଷା କ୍ଷେତ୍ରରେ ବିପ୍ଳବ : ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଉଚ୍ଚଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷାନୀତିର ପ୍ରଣୟନ ନିମନ୍ତେ ଆଲୋଚନା ଚକ୍ର ଭୁବନେଶ୍ୱର, ୧୩/୦୮ : ଆଜି ଲୋକସେବା ଭବନରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ, ଉଚ୍ଚଶିକ୍ଷା ବିଭାଗର ଆନୁକୂଲ୍ୟରେ ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସ୍ନାତକ ସ୍ତରରେ ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରଣୟନ…

ଭବାନୀପାଟଣା ଠାରେ “ଘରେ ଘରେ ତ୍ରିରଙ୍ଗା” ଅଭିଯାନ ମହା ଉଲ୍ଲାସ ରେ ପାଳିତ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା ୧୩.୮.୨୦୨୪: ଆଜି ଜିଲ୍ଲା ସଦର ମହକୁମା ଭବାନପାଟଣା ଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ" ଘରେ ଘରେ ତ୍ରିରଙ୍ଗା "ମହା ଉଲ୍ଲାସ ରେ ପାଳିତ ହୋଇଯାଇଛି।ଏହି ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ତ୍ରିରଙ୍ଗା…

ଘରେ ଘରେ ତ୍ରିରଙ୍ଗା ଅଭିଯାନ: ଜିଲ୍ଲା ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା

ବରଗଡ : - ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଓଡିଶା ସରକାରଙ୍କ ନିର୍ଦେଶ କ୍ରମେ ସମଗ୍ର ରାଜ୍ୟରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି I ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମଗ୍ର ଭାରତର ନାଗରିକଙ୍କୁ ସାମିଲ କରି ବିଭିନ୍ନତା ମଧ୍ୟରେ…

ଜଗତସିଂହପୁର ଜିଲ୍ଲାରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ

ଜଗତସିଂହପୁର, ତା୧୩.୮.୨୪ ସୁମନ୍ତ କୁମାର ଦାସ: ଆଜି ସକାଳ ୮ ଘଟିକା ସମୟରେ ସ୍ଥାନୀୟ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସଙ୍କ ଦ୍ଵାରା ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ ହୋଇଯାଇଛି। ପ୍ରକାଶ ଥାଉ କି, ସ୍ଵାଧୀନତାର ୭୭ ବର୍ଷ ପୂର୍ତ୍ତି ଉପଲକ୍ଷେ…

ଓରମାସ, ଜଗତସିଂହପୁର ପକ୍ଷରୁ ହାତ ତିଆରି ନିଆରା ରାକ୍ଷୀ ଷ୍ଟଲ ଉଦଘାଟିତ

ଜଗତସିଂହପୁର -ତା 13.8.24 ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ମ୍ୟୁନିସିପାଲିଟି ସମ୍ମୁଖରେ ଜିଲ୍ଲାପରିଷଦ ଓ ଓରମାସ ପକ୍ଷରୁ ପ୍ରଡ୍ୟୁସର ଗ୍ରୁପ ଦ୍ୱାରା ହାତ ତିଆରି ଟେରାକୋଟା ର ଏକ ନିଆରା ରାକ୍ଷୀ ଷ୍ଟଲ ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି…

ଯୋଗାଣ ବିଭାଗ ତରଫରୁ ଡାବୁଗାଁ ରେ ରିହାତି ଦରରେ ଆଳୁ ବିକ୍ରି ଆରମ୍ଭ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୨/୦୮/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ଡଙ୍ଗରିଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଯୋଗାଣ ବିଭାଗ ତରଫରୁ ରିହାତି ଦରରେ ଆଳୁ ବିକ୍ରି ଆରମ୍ଭ କରାଯାଇଛି। କିଛି ଦିନ ହେବ ଓଡ଼ିଶାରେ ଆଳୁ ସଙ୍କଟ ଲାଗି ରହିଥିବା ବେଳେ…

ଅଂଚଳ ମହାବିଦ୍ୟାଳୟ ରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳନ ଓ ନିଶା ମୁକ୍ତ ସଚେତନତା ସଭା ଅନୁଷ୍ଠିତ

ପଦ୍ମପୁର:- ସ୍ଥାନୀୟ ଅଂଚଳ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡା ଙ୍କ ସଭାପତିତ୍ୱ ରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳନ ହେବା ସଙ୍ଗେ ସଙ୍ଗେ ନିଶା ମୁକ୍ତ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ଶ୍ରୀ ପଣ୍ଡା ନିଶା ମୁକ୍ତ ଭାରତ ଗଠନ ପାଇଁ ସମସ୍ତଙ୍କୁ ଶପଥ ପାଠ କରାଇବା ସହ ଏକ…

ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଆଇନ-୨୦୨୦ରେ ଆବଶ୍ୟକ ସଂଶୋଧନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ…

• ପୂର୍ବ ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଆଇନ ୨୦୨୦ପ୍ରଣୟନ କରିଥିଲେ, ଯାହା ମୂଳ ଆଇନ ୧୯୮୯ରେ ଅନେକ ବ୍ୟାପକ ପରିବର୍ତ୍ତନ ଆଣିଥିଲା • ଏହି ଆଇନଟି ଶିକ୍ଷାନୁଷ୍ଠାନର ସ୍ୱାୟତତା, ଶିକ୍ଷାବିତ ମାନଙ୍କର ସ୍ୱାଧୀନତା ଓ ବିଶ୍ୱସନୀୟତାକୁ କ୍ଷୁର୍ଣ୍ଣ…

ମହିଳା ସ୍ନାତକ ମହାବିଦ୍ୟାଳୟରେ ‘‘ନିଶାମୁକ୍ତ ଭାରତ ଅଭିଯାନ ତଥା ଏକ୍ ପେଡ୍ ମାଁ କେ ନାମ୍” କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ''ନିଶାମୁକ୍ତ ଭାରତ ଅଭିଯାନ'' ସଭାର ଆୟୋଜନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନର ସହଯୋଗରେ ମହାବିଦ୍ୟାଳୟର…