କଳିଙ୍ଗ ମହାବିଦ୍ୟାଳୟରେ 78 ସ୍ୱାଧୀନତା ଦିବସ ପାଳିତ.

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିର ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ କଳିଙ୍ଗ ମହାବିଦ୍ୟାଳୟ ଠାରେ ଘରେ ଘରେ ତ୍ରିରଙ୍ଗା ଏବଂ ୭୮ତମ ସ୍ବାଧିନତା ଉତ୍ସବ ମହାଉଲ୍ଲାସରେ ପାଳିତ ହୋଇଯାଇଛି । ଘରେ ଘରେ ତ୍ରିରଙ୍ଗା ଉତ୍ସବ ତା-୧୪. ୦୮. ୨୦୨୪ରିଖ ଦିନ ଅଧକ୍ଷ୍ୟ…

ସେଲିବ୍ରେସନ୍ସ ଲାଇଭ୍‌ ଇଭେଣ୍ଟକୁ ଇମାକ୍ସ ଗ୍ଲୋବାଲ୍ ଅୱାର୍ଡ୍‌ସ 2024ରେ ଶ୍ରେଷ୍ଠ B2C ଏକ୍ସିବିସନ୍‌ ଅଫ୍ ଦ ଇୟର…

ଭୁବନେଶ୍ବର/ବ୍ରହ୍ମପୁର– ସେଲିବ୍ରେସନ୍ସ ଲାଇଭ୍ ଇଭେଣ୍ଟ ଇଣ୍ଡଷ୍ଟ୍ରିରେ ଏକ ବୃହତ୍ତମ ମାଇଲଖୁଣ୍ଟ ସୃଷ୍ଟି କରିଛି, ଯେଉଁଥିରେ ଗୌରବଶାଳୀ ଇମାକ୍ସ ଗ୍ଲୋବାଲ୍ ଅୱାର୍ଡ୍‌ସ 2024ରେ ସ୍ୱର୍ଣ୍ଣ ପୁରସ୍କାର ଜିତିଛି ଶ୍ରେଷ୍ଠ B2C ଏକ୍ସିବିସନ୍‌ ଅଫ୍ ଦ ଇୟର 2024 ପାଇଁ, ଯାହାକି ଅଭିନବ ଏବଂ…

ସ୍ୱାଧୀନତା ଦିବସ ସମାରୋହ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ-୨୦୨୪ : ସେକ ଅବିର ସମ୍ବର୍ଦ୍ଧିତ

ଭୁବନେଶ୍ୱର: ହାବିଲଦାର ସହରାଞ୍ଚଳ ପୋଲିସ ଟି. ଟି. ଆଇ ଭୁବନେଶ୍ୱର ସେକ ଅବିର ୧୯୮୮ ମସିହାରୁ କନେଷ୍ଟବଳ ଭାବେ ଓଡିଶା ପୋଲିସରେ ଯୋଗଦାନ କରିଥିଲେ l ସେ ସହରାଞ୍ଚଳ ଆରକ୍ଷୀ ଜିଲ୍ଲା ଭୁବନେଶ୍ୱରର ଯାନବାହାନ ଯାତାୟାତ ପ୍ରଶିକ୍ଷଣ ଅନୁଷ୍ଠାନ ଭୁବନେଶ୍ୱର କମିଶନରେଟ ଅଧୀନରେ ଦକ୍ଷତାର ସହ କାର୍ଯ୍ୟ…

ବଡ଼ବିଲରେ ସ୍ୱାଧୀନତା ଦିବସ ପାଳିତ

ବଡ଼ବିଲ (ଶାସକ ପ୍ରଶାସକ) ଆଜି ଦେଶ ପାଳନ କରୁଛି ୭୮ତମ ସ୍ବାଧୀନତା ଦିବସ। ଗାଁଠୁ ସହର ହୋଇଛି ତ୍ରିରଙ୍ଗା ମୟ। ଓଡିଶା ସୀମାନ୍ତ କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଆଜି ସ୍ୱାଧୀନତା ଦିବସ ହର୍ଷଉଲ୍ଲାସର ସହ ପାଳିତ ହୋଇଛି। ବିକାଶ ମହଲ ପଡ଼ିଆରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଡ଼ବିଲ…

ଭାରତୀୟ ମାନବ ଅଧିକାର ସଂରକ୍ଷଣ ପରିଷଦ, ଓଡ଼ିଶା ଦ୍ବାରା ୭୮ ତମ ସ୍ବାଧିନତା ଦିବସ ପାଳିତ ।

ଗୁଣପୁର : ୧୫/୮/୨୪ :ଆଜି ଭାରତୀୟ ମାନବ ଅଧିକାର ସଂରକ୍ଷଣ ପରିଷଦ ଦ୍ବାରା ଗୁଣପୁର ଆମ ବଜାର ସ୍ଥିତ ଅଫିସ ଠାରେ ୭୮ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । "ମାନବ ସେବା ହିଁ ମାଧବ ସେବା" ଏହାକୁ ପାଥେୟ କରି ନିଜର କର୍ମ ପଥରେ ଆଗେଇ ଚାଲିଛି ଏହି ମାନବ ଅଧିକାର ସଂରକ୍ଷଣ…

ନ୍ୟୁ ଡ୍ରିମ୍ ଇଣ୍ଡିଆ ସ୍କୁଲ ପରିସରରେ ୭୮ ତମ ସ୍ବାଧୀନତା ପାଳନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥାନୀୟ ନ୍ୟୁ ଡ୍ରିମ ଇଣ୍ଡିଆ ସ୍କୁଲ ପରିସରରେ ଆଜି ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି. ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଅଶୋକ କର ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଦେଶ ପ୍ରତି ତ୍ୟାଗ ଓ…

ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ୭୮ ତମ ସ୍ୱାଧୀନତା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ୭୮ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସେବିଲାଶ ଭୁୟାଁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜିଲ୍ଲା…

ତ୍ରିରଙ୍ଗା ହେଉଛି ଜାତୀୟ ଏକତା ଓ ଅଖଣ୍ଡତାର ପ୍ରତୀକ :ଡଃ ମହାଲିଙ୍ଗ

ପୁରୀ ରେ ୭୮ ତମ ସ୍ୱାଧୀନତା ଦିବସ ପାଳିତ ପୁରୀ (ଅନିମେଶ ପଟ୍ଟନାୟକ): ତ୍ରିରଙ୍ଗା ଆମ ଜାତୀୟ ଏକତା ଓ ଅଖଣ୍ଡତାର ପ୍ରତୀକ। ୧୯୪୭ ମସିହା ଆଜିର ଦିନରେ ଅଗଣିତ ସତ୍ୟନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଙ୍କ ତ୍ୟାଗ ଓ ବଳିଦାନକୁ ପାଥେୟ କରି ଆମେ ପାଇଥିଲୁ ବହୁ ପ୍ରତିକ୍ଷିତ ସ୍ୱାଧୀନତା ବୋଲି…

କଳିଙ୍ଗ ସ୍ମାର୍ଟ ସ୍କୁଲ ରେ ସ୍ୱାଧୀନତା ଦିବସ ପାଳିତ

ପୁରୀ (ଅନିମେଶ ପଟ୍ଟନାୟକ): ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ହରିହର ବିହାର କଳିଙ୍ଗ ସ୍ମାର୍ଟ ସ୍କୁଲରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ହରିହର ବିହାର, ଲାବନ୍ୟ ବିହାର ଓ ନୃସିଂହ ମନ୍ଦିର ଚତୃପାର୍ଶ୍ୱ ରେ ପ୍ରଭାତ ଫେରି କାର୍ଯ୍ୟକ୍ରମର ଆୟୋଜନ…

ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ୭୮ ତମ ସ୍ବାଧିନତା ଦିବସ ପାଳିତ

ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କଲେ ଉପ- ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ…