ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଅବସରରେ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

ରାୟଗଡା: ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡିଆରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପାରୁଲ ପଟ।ୱରି ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଅତିରିକ୍ତ ଜିଲ୍ଳାପାଳ…

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ଵାରା ସୌର ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମିତ

ରାୟଗଡ: “ ଜଳ ହିଁ ଅମୂଲ୍ୟ ସମ୍ପଦ “ ଉକ୍ତିକୁ ସାକାର କରିବା ପାଇଁ ଇମ୍ଫାର ସାମାଜିକ ଦାୟିତ୍ଵବୋଧ କାର୍ଯ୍ୟ ନିର୍ବାହୀ ସଂସ୍ଥା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ଵାରା କେଲିଗୁଡା ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁମ୍ଭାରଗୁଡା ଗ୍ରାମ ଠାରେ ଏକ ସୌର ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟିତ…

କଳିଆପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଓ.ୟୁ.ଡବ୍ଲୁ. ଜେ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷରୋପଣ…

ରାଇଘର, ଅଶୋକ ସାହୁ, ଶାସକ ପ୍ରଶାସକ ତା ୦୫/୦୯-ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁରାବେଡା ପଂଚାୟତ ଅନ୍ତର୍ଗତ କଳିଆ ପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ରାଇଘର ଓୟୁଡବ୍ଲୁଯେ ସଂଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ରାଇଘର ଓୟୁଡବ୍ଲୁଯେ ସଂଘର ସଭାପତି…

ଗୁରୁ ସଂସ୍କୃତିର ଅବକ୍ଷୟ ଘଟୁଛି

ପୁରୀ (ଅନିମେଶ ପଟ୍ଟନାୟକ): ଗୁରୁ ବା ଶିକ୍ଷକ ହେଉଛନ୍ତି ଏ ସମାଜର କର୍ଣ୍ଣଧାର। କାରଣ ସେମାନେ ହିଁ ଏ ସମାଜକୁ ଶୃଙ୍ଖଳିତ ତଥା ସୁସଂଯତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି। ହେଲେ ଆଜି ସେହି ଗୁରୁ ସଂସ୍କୃତିର ଅବକ୍ଷୟ ଘଟୁଛି ବୋଲି ମତ ପ୍ରକାଶ ପାଇଛି । ଗୁରୁବାର ସ୍ଥାନୀୟ…

ମା ମାନଙ୍କ ବିଶ୍ୱାସ ସହ ବିଜେପି ଖେଳୁଛି, ମା ମାନେ ଉଚିତ ଜବାବ ଦେବେ : ନବୀନ ପଟନାୟକ

ମିଛ ବିଜେପି ର ବଡ ପରିଚୟ, ବିଜେପି ର ମିଛ କୁ ଏକ୍ସପୋଜ କରିବାକୁ ନବୀନ ପଟନାୟକଙ୍କ ଆହ୍ୱାନ. ଶଙ୍ଖ ଭବନ ରେ ବିଜୁ ମହିଳା ଜନତା ଦଳ ଜିଲ୍ଲା କର୍ମକର୍ତ୍ତା ମାନଙ୍କ ସମାବେଶ. ଦଳ ରେ ମହିଳା ମାନଙ୍କୁ ଅଧିକ ଦାୟିତ୍ୱ ଦିଆଯିବ. ବିଜେଡି ମହିଳା ମାନଙ୍କ ସ୍ୱର ହୋଇ ରହିଛି ଓ…

ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଆଭିମୁଖ୍ୟରେ ଉଚ୍ଚଶିକ୍ଷାନୁଷ୍ଠାନକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା- ଧର୍ମେନ୍ଦ୍ର…

ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକ ପାଇଁ ‘ସଂସ୍ଥାଗତ ବିକାଶ ଯୋଜନା’ ଉପରେ ୟୁଜିସିର କର୍ମଶାଳା • ୟୁଜିସି ନିୟମାବଳୀ ସଂକଳନ (୧୯୫୭-୨୦୨୩) ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ • ଶିକ୍ଷାର୍ଥୀ କେନ୍ଦ୍ରୀତ ଓ ବହୁବିଭାଗୀୟ ଶିକ୍ଷାର ସୁବିଧା ପାଇଁ ‘ସଂସ୍ଥାଗତ ବିକାଶ ଯୋଜନା’ ଗୁରୁତ୍ୱ ଦେଉ • ବିକଶିତ…

ପିଏମ୍-ଜନମନ୍ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ବିଭିନ୍ନ ଗ୍ରାମ୍ୟ ପଞ୍ଚାୟତ ଓ ଗ୍ରାମ ଗୁଡିକରେ ପିଏମ୍-ଜନମନ୍ ସଚେତନତା କରାଯାଉଅଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଯୋଜନାର ହିତାଧିକାରୀ ସଚେତନତା ଶିବିର ଅଜୟଗଡ…

ଗୁଣୁପୁର ବନାଞ୍ଚଳ ର ଚି଼ମ୍ପାପୁର ର ଏକ କପା ବାଡ଼ ରୁ ଏକ ମାଈ ହାତୀ ର ମୃତ ଦେହ ଠାବ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି :ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଣୁପୁର ବନାଞ୍ଚଳ ଚି଼ମ୍ପାପୁର ର ଏକ କପା ବାଡ଼ ରୁ ଗତ କାଲି ଵିଳମ୍ବିତ ରାତ୍ରି ରେ ଏକ ମାଈ ହାତୀ ର ମୃତ ଦେହ ଠାବ କରାଯାଇଛି l ନିକଟ ରେ ଥିବା ବିଦ୍ୟୁତ ପୋଲ କୁ ହାତୀ ଟି ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା ବେଳେ…

ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଚକୋଟିଆ ଭୁଞ୍ଜିଆ ମାନଙ୍କ ଉନ୍ନତି ପାଇଁ ସୁନାବେଡା ରେ ଶିବିର ଅନୁଷ୍ଠିତ

ନୂଆପଡ଼ା ଜିଲ୍ଲା ରୁ କଳୀମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ, ଜନମନ ଯୋଜନାରେ ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ଆଦିବାସୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି…

ଭଂଜନଗରରେ ବ୍ଳକ ସ୍ତରୀୟ “ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ” ଅନୁଷ୍ଠିତ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆଜି ସେପ୍ଟେମ୍ବର ମାସ ୪ ତାରିଖ ବୁଧବାର ଦିନ ଭଂଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଭଞ୍ଜନଗର ର ପୂରାତନ ଶିକ୍ଷାନୁଷ୍ଠାନ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ଠାରେ ଭଂଜନଗର ବ୍ଲକ ସ୍ତରୀୟ "ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ - ୨୦୨୪"…