ଦୁଇ ଦିନିିିଆ ବାର୍ଷିକ କ୍ରୀଡା ଉତ୍ସବ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁୁୁମ୍ମା ବ୍ଲକ୍ ନାମନଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଚଳିତ ଶିକ୍ଷାବର୍ଷ ( ୨୦୨୪-୨୫) ରେ ଦୁଇ ଦିନିିିଆ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଡମ୍ବର ର ସହ ପାଳନ ହୋଇଯାଇଛି। ପ୍ରଥମ ଦିନରେ ବିଦ୍ୟାଳୟ ଶିକ୍ଷା କମିଟି ମହୋଦୟା…