ପାରଳାଖେମୁଣ୍ଡି ରଥଯାତ୍ରାରେ ଅଘଟଣ, ମୃତ ପରିବାରକୁ ଶାନ୍ତନା ଦେଲେ ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାମଦଳିରେ ୧୭ ବର୍ଷୀୟ ନାବାଳକ ବିନୋଦ ବେହେରା ଙ୍କ ମୃତ୍ୟୁ ଖବର ପାଇ ତାଙ୍କ ବାସ ଭବନ ପହଞ୍ଚି ତାଙ୍କ ପିତା ମୋହନ ବେହେରା ଓ ସପରିବାର କୁ ଆଶ୍ଵାସନା ଦେଲେ ବିଧାୟକ ରୁପେସ ପାଣିଗ୍ରାହୀ।ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ପବିତ୍ର ରଥଯାତ୍ରା!-->…