ଗୁଣପୁର ସହରାଞ୍ଚଳ ଶୌଣ୍ଢିକ ସେବା ସଂଘ ତରଫରୁ କର୍ମକର୍ତ୍ତା ଚୟନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସୋମବାର ସନ୍ଧ୍ଯା ୫ ଘଟିକା ସମୟରେ ଗୁଣପୁର ସହରାଞ୍ଚଳ ଶୌଣ୍ଢିକ ସେବା ସଂଘ ତରଫରୁ ସ୍ଥାନୀୟ ଭେଙ୍କେଟଶ୍ଵର ବୈଠକ ଗୃହରେ ,ସଂଘର କର୍ମକର୍ତ୍ତା ଚୟନ ହୋଇଥିଲା| ଶୌଣ୍ଢିକ ସଂଘର ସଭାପତି ରୂପେ ଶ୍ରୀ ନରେନ୍ଦ୍ର କୁମାର ସାହୁ, ଉପ ସଭାପତି ରୂପେ ବରିଷ୍ଠ…

ଜିଲ୍ଳା ସାଧନ ଶିକ୍ଷକ ଗୋଷ୍ଠି ପକ୍ଷରୁ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ୧୫/୦୯ :-କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ତିଲଯୋଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଳା ସାଧନ ଶିକ୍ଷକ ଗୋଷ୍ଠି ପକ୍ଷରୁ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର କରଙ୍କୁ ସମ୍ବର୍ଦ୍ଧିତ…

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସାଙ୍ଗଠନିକ ସମ୍ପ୍ରସାରଣ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଂଘର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିବିଧ ସମସ୍ୟା ସମ୍ପର୍କରେ ଆଲୋଚନା କରିବା…

ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକଙ୍କ ଦ୍ଵାଦଶ ତିଥି ; ସ୍ମୃତି ଚାରଣ କଲେ ଜିଲ୍ଲାର ବହୁ ଅଧ୍ୟକ୍ଷ ଅଧ୍ୟକ୍ଷା ଓ…

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ର ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ସ୍ୱାସ୍ଥ୍ୟ ଜନିତ କାରଣରୁ ଗତ ପାଞ୍ଚ ତାରିଖରେ ଭୂବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଇହଲୀଳା ସମ୍ବରଣ କରିଥିଲେ I ଆଜି ସ୍ଵର୍ଗତ…

ବାଇକ ଧକ୍କାରେ ନାବାଳକ ଗୁରୁତର

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ଆଜି ଖରାବେଳେ ଏକ ବାଇକ ସହିତ ସାଇକଲ ଧକ୍କା ହୋଇ ଦଶମ ଶ୍ରେଣୀର ଛାତ୍ର ଗୁରୁତର ହୋଇଥିବା ସୂଚନା ମଳିଛି। ସୂଚନା ପ୍ରକାରେ, ବେଲଗୁଣ୍ଠା ଗ୍ରାମ ଆଳିଆ ସାହିର ସୂର୍ଯ୍ୟ ଜେନାଙ୍କ ପୁଅ ଆଲୋକ ଜେନା କୌଣସି କାମରେ ତୁଳସୀ ନଗରରେ ରହୁଥିବା ସାଙ୍ଗ ପଖକୁ ଯାଉଥିବା…

ଫାଷ୍ଟ ଫୁଡ୍‌ ଦୋକାନ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:- ରାୟଗଡ଼ା ଜିଲା ପଦ୍ମପୁର ସୁନାରି ଘାଇ ଛକ ନିକଟରେ ଥିବା ଏକ ଫାଷ୍ଟଫୁଡ୍ ଦୋକାନରେ କାର୍ଯ୍ୟ କରୁଥିବା ଜଣେ କମଚାରୀ ଦୋକାନରେ କେହି ନଥିବା ବେଳେ ଫ୍ୟାନରେ ଗାମୁଛା ବାନ୍ଧି ଝୁଲି ପଡିଛନ୍ତି। ଯୁବକ ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ପ୍ରକୃତ…

ଗୁଣପୁର ଦିବ୍ୟ ଦର୍ଶନ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସତ୍ ସଙ୍ଗ ଅନୁଷ୍ଠିତ

ଗୁଣପୁର/ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ସଦ୍ ଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ପ୍ରତିଷ୍ଠିତ ''ଦିବ୍ୟ ଦର୍ଶନ ସଂଘ" ଗୁଣପୁର ଶାଖା ଆନୁକୁଲ୍ୟରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ନିକଟସ୍ଥ ଜ୍ଞାନ ମନ୍ଦିର ପରିସର ମଧ୍ୟରେ ଜ୍ଞାନ ଯଜ୍ଞର ଆୟୋଜନ କରାଯାଇଥିଲା।ଉକ୍ତ ଜ୍ଞାନ ଯଜ୍ଞରେ ବ୍ୟାସ…

ଭଞ୍ଜନଗର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ରେ ବିଶ୍ଵକର୍ମା ପୂଜା

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ସହରର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ରେ ଅଦ୍ୟ ଭାଦ୍ରବ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିରେ ଅଥବା ଆଜି ସେପ୍ଟେମ୍ବର ୧୬ ତାରିଖ ୨୦୨୪ ସୋମବାର ଦିନ ମହାଆଡମ୍ବରରେ ପାଳିତ ହୋଇଛି ବିଶ୍ଵକର୍ମା ପୂଜା ଉତ୍ସବ। ହଜାର ହଜାର ବର୍ଷର ସନାତନ ହିନ୍ଦୁ…

ଜରାଜୀର୍ଣ୍ଣ ଅବସ୍ଥାରେ ହାଟଭରଣ୍ଡୀ ପି ଏମ ସେଣ୍ଟର : ମରାମତି ପାଇଁ ସାଧାରଣରେ ଦାବୀ |

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ -ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାଟଭରଣ୍ଡୀ ସ୍ଥିତ ଶବ ବ୍ୟବଚ୍ଛେଦ ଗୃହର ଅବ ସ୍ଥା ଅତି ଶୋଚନୀୟ |ଉକ୍ତ ଘରର କବାଟ ଝରକା ସବୁ ଭାଙ୍ଗିରୁଜି ଯାଇଥିବା ବେଲେ କାନ୍ଥ, ଛାତ ଓ ଚଟାଣ ମଧ୍ୟ ଫାଟି ଗଲାଣି |ଛାତ ଉପରେ ଘାସବୁଦା ସବୁ ଉଠି ଜଙ୍ଗଲ ପରି…

ସୁବର୍ଣ୍ଣଦୀପ ର ନୂଆଁଖାଇ ସମ୍ମାନ ଉତ୍ସବ ଅନୁଷ୍ଠିତ

ପଦ୍ମପୁର :-ଇଣ୍ଟରନେଟ ଯୁଗରେ ୩୦ ବର୍ଷରୁ ଉର୍ଦ୍ଧ ସମୟ ଯୁଗୋପଯୋଗୀ ସୁବର୍ଣ୍ଣଦୀପ ଶିଶୁ କିଶୋର ପତ୍ରିକା ବରଗଡ଼ ଜିଲ୍ଲାରୁ ନିୟମିତ ଭାବେ ପ୍ରକାଶ ପାଇବା ସହିତ ଲେଖକ, ଲେଖିକାଙ୍କୁ ନୂଆଁଖାଇ ଲେଖା ପ୍ରକାଶ ପାଇଁ ସୁଯୋଗ ଦେଇ ଅନୁଷ୍ଠିତ ଏକ ଲେଖକ ଲେଖିକା ସମ୍ମିଳନୀରେ ନୂଆଁଖାଇ ସମ୍ମାନ ପ୍ରଦାନ…