ସିମୁଳିଆ ବଜେଡି ର ବନ୍ଧୁ ମିଳନ ଅନୁଷ୍ଠିତ
ଖଇରା (ବୁଲୁ ଲେଙ୍କା)ଆଜି ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ସିମୁଳିଆ ବ୍ଲକ ଅନ୍ତର୍ଗତ ମାର୍କୋଣା ସ୍ଥିତ ମା' କଲ୍ୟାଣ ମଣ୍ଡପ ଠାରେ ନବବର୍ଷ 2025 ଉପଲକ୍ଷେ ବିଜୁ ଜନତା ଦଳର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଖଇରା…