ଯୁବ ଦିବସ ଅବସରରେ ୪୦ ବର୍ଷ ବନ୍ଧୁତ୍ୱର ସ୍ମୃତି ଚାରଣ
ଭୁବନେଶ୍ଵର, ୧୨/୦୧: ନୟାଗଡ଼ ମହାବିଦ୍ୟାଳୟରେ ୧୯୮୫ ମସିହାରେ+୨ ବିଜ୍ଞାନରେ ନାମ ଲେଖାଇଥିବା ଛାତ୍ରମାନେ ଆଜି ଜାତୀୟ ଯୁବ ଦିବସ ଅବସରରେ ଏକାଠି ହୋଇ ତାରୁଣ୍ୟର ସ୍ମୃତି ଚାରଣ କରିବା ସହିତ ନିଜ ଶିକ୍ଷାନୁଷ୍ଠାନର ବିକାଶରେ ସହଯୋଗର ହାତ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ଵରର ଏକ…