ନବରଙ୍ଗପୁର ମହାବିଦ୍ୟାଳୟରେ ନିଯୁକ୍ତି ପରାମର୍ଶ ତାଲିମ୍
ନବରଙ୍ଗପୁର:୧୭/୦୧ଅଶୋକ ସାହୁ, ଶାସକ ପ୍ରଶାସକ,ନବରଙ୍ଗପୁର ମହାବିଦ୍ୟାଳୟରେ ଭୁବନେଶ୍ୱର ସ୍ଥିତ ପିନାକ୍ଲି ହ୍ୟୁମାନ ରିସୋର୍ସ ପ୍ରାଇଭେଟ୍ ଲିମିଟେଡ଼ ପକ୍ଷରୁ ନିଯୁକ୍ତି ପରାମର୍ଶ ତାଲିମ୍ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡି. ଗୋବିନ୍ଦା ରାଓଙ୍କ ସଭାପତିତ୍ବରେ…