କେନ୍ଦ୍ରାପଡ଼ା ଜିଲାରୁ ଏକମାତ୍ର ସଫଳ ଯୁବ ଉଦ୍ୟୋଗୀ ଦେବଜୀତା ସମ୍ବର୍ଦ୍ଧିତ
ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଏମଏସଇ ସେକ୍ଟର ର ରୋଲ ମଡ଼େଲ ବା ଆଦର୍ଶ ଭାବେ ରାଜ୍ୟ ସରକାର ଙ୍କ ଦ୍ୱାରା ସମ୍ବର୍ଦ୍ଧିତ
କେନ୍ଦ୍ରାପଡ଼ା,୦୩/୦୨/୨୦୨୫- ଗତ ଜାନୁଆରୀ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଭୁବନେଶ୍ବର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ବା ଶିଳ୍ପ ମହାକୁମ୍ଭ ଅନୁଷ୍ଠିତ…