ବଡ, ଧୁମ୍ ଧାମରେ ଶେଷ ହେଲା ସିମାନ୍ତ ଯୁବ ମହୋତ୍ସବ।
ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।(ଶାସକ ପ୍ରଶାସକ): ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ବମ୍ବେଛକ ଠାରେ ସୀମାନ୍ତ ଯୁବ ପ୍ରକଳ୍ପ ଏବଂ ସୀମାନ୍ତ ଯୁବ ମହୋତ୍ସବ ସମିତିର ମିଳିତ ଆନୁକୁଲ୍ୟରେ ତ୍ରୀ ଦିବସୀୟ ଅଷ୍ଟମ ବାର୍ଷିକ ଯୁବ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କଳା,…