ମହୋଦଧି ଦିବସ ମାସ୍କଟ ଫିନ୍ନି କ୍ରୀଡାମନ୍ତ୍ରୀ ଙ୍କ ଦ୍ୱାରା ଲୋକାର୍ପିତ

ପୁରୀ, ଅନିମେଶ ପଟ୍ଟନାୟକ : ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବୁଧବାର ପୂର୍ବାହ୍ନ ରେ ତାଙ୍କ ସରକାରୀ ବାସଭବନ ଠାରେ ମହୋଦଧି ଦିବସ ପାଇଁ ମାସ୍କେଟ ଫିନ୍ନି କୁ ଲୋକାର୍ପିତ କରିଛନ୍ତି | ଏହି ଅନ୍ତର୍ଜାତୀୟ ମହୋତ୍ସବ ର ସଫଳତା କାମନା କରିଛନ୍ତି |ମହୋଦଧି ଦିବସ…

ମହେନ୍ଦ୍ରଗିରି ଶିଖର ମାତା କୁନ୍ତି ମନ୍ଦିରରୁ ଗଜପତି ଉତ୍ସବ-୨୦୨୪ ଶୁଭାରମ୍ଭ

https://youtu.be/m8yO9wdDUOQ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହେନ୍ଦ୍ରଗିରି ଶିଖର ମାତା କୁନ୍ତି ମନ୍ଦିରରୁ ଗଜପତି ଉତ୍ସବ-୨୦୨୪ ଆଜି (ବୁଧବାର) ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଗଜପତି ମହୋତ୍ସବ ମଶାଲ ଶୋଭାଯାତ୍ରା ମହେନ୍ଦ୍ରଗିରି ଶିଖରରୁ ବାହାରିବା ପରେ କଇଁପୁର ,…

ବିଜେପୁର ଓ ସୋହେଲା ଅଞ୍ଚଳ ର ଚାଷୀ ମାନଙ୍କ ବୈଠକ ଅନୁଷ୍ଠିତ

 https://youtu.be/41-F8d0KJhM ବିଜେପୁର: ବରଗଡ ଜ଼ିଲ୍ଲା ବିଜେପୁର ଅନ୍ତର୍ଗତ ତାଳପଦର ପଂଚାୟତ କାର୍ଯ୍ୟାଳୟ ପରିସରରେ ସମଗ୍ର ବିଜେପୁର ଓ ସୋହେଲା ଅଞ୍ଚଳ ର ଚାଷୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ସଂଯୁକ୍ତ କୃଷକ ସାଙ୍ଗଠନ ର ଚାଷୀ ନେତା ରମେଶ ମହାପାତ୍ର ଙ୍କ…

ବିସ୍ପୋରକ କାରଖାନା ଜମି ଅଧିଗ୍ରହଣ କୁ ପ୍ରବଳ ବିରୋଧ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ବିସ୍ପୋରକ କାରଖାନା ବା ବାରୁଦ କାରଖାନା ନିମନ୍ତେ ଏକ କମ୍ପାନୀର ଜମି ଅଧିଗ୍ରହଣ ପ୍ରକ୍ରିୟା କୁ ସ୍ଥାନୀୟ ଗ୍ରାମବାସୀ ପ୍ରବଳ ବିରୋଧ କରିଛନ୍ତି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ କଡୁତାଇ ପଞ୍ଚାୟତ ର ଘାଟିପଲ୍ଲୀ ଗ୍ରାମରେ ୧୮୬.୯୮୮ ଏକର ଘରୋଇ ଜମିରେ…

ଆସନ୍ତା ଡିସେମ୍ବର ୬ ତାରିଖରୁ ଆରମ୍ଭ ହେବ ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ

ଚଳିତ ବର୍ଷ ନିର୍ମାଣ ହୋଇଛି ପ୍ରାୟ ୪୦୦ ଟି ଷ୍ଟଲ୍‌, ଭାଗନେବେ ୨୦୦ ପ୍ରକାଶକ ଓ ପୁସ୍ତକ ବିକ୍ରେତା ସଂସ୍କୃତି ବିଭାଗ ପକ୍ଷରୁ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ, ଓଡ଼ିଶାରେ ବୁଦ୍ଧ ସ୍ମାରକୀ, ଭଗବାନ ବିର୍ସା ମୁଣ୍ଡା ଓ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ଆଧାର କରାଯାଇ…

ଟିଟିଲାଗଡ ରେ ଭିନ୍ନକ୍ଷମ ଆନ୍ତର୍ଜାତୀୟ ଦିବସ ପାଳିତ

ଶାସକ ପ୍ରଶାସକ (ଘନଶ୍ୟାମ ନାଗ): ଟିଟିଲାଗଡ ଶିବପ୍ରସାଦ ଉପ୍ରା ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ଆନ୍ତର୍ଜାତୀୟ ଦିବସ ପାଳନ ହେଇ ଯାଇଛି, ଏଥିରେ ଟିଟିଲାଗଡ ବ୍ଲକ ଓ ମ୍ୟୁନିସିପାଲଟି ଅନ୍ତର୍ଗତ ବିଦ୍ୟାଳୟ ରୁ 100 ଜଣ ଭିନ୍ନକ୍ଷମ ଶିଶୁ ଓ 100 ଅଭିଭାବକ ଯୋଗଦାନ କରିଥିଲେ, ମୁଖ୍ୟ ଅତିଥି…

ବିଜେପୁର ଠାରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ

 ବିଜେପୁର : ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସ୍ଥାନୀୟ ସଂକର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଡ଼ିଆରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି । ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବାସୁଦେବ…

ହାତୀ ଦେଖିବା ପଡ଼ିଲା ମହଙ୍ଗା, ମୁଡ଼ାପାଲି ଦଶରଥ ସାହୁଙ୍କୁ ହାତୀ ଆକ୍ରମଣ

ଗାଇସିଲେଟ - ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମୁଡ଼ାପାଲି ଗ୍ରାମର ଦଶରଥ ସାହୁଙ୍କୁ ହାତୀ ଆକ୍ରମଣ କରି ଆଘାତ କରୁଥିବା ମଙ୍ଗଳବାର ସାନ୍ଧ୍ୟ ୫ଟା ବେଳେ ସୂଚନା ମିଳିଛି । ସୂଚନା ମୁତାବକ ଜମଲା ଜଙ୍ଗଲରେ ହାତୀ ପଲ ଥିବା ବେଳେ ଦଶରଥ ଦେଖିବାକୁ ଯାଇଥିଲେ ଓ ହାତୀର ଅତି ନିକଟକୁ ଯାଇଥିବା ବେଳେ…

ଖୋର୍ଦ୍ଧା ମହୋତ୍ସବକୁ ନେଇ ଜନ ଅସନ୍ତୋଷ: ହାବେଳୀ ପଡିଆରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଦାବୀ

ଖୋର୍ଦ୍ଧା:(ଶାସକ ପ୍ରଶାସକ) ଅନେକ ଅବ୍ୟବସ୍ଥାକୁ ନେଇ କ୍ରମାଗତ ଭାବେ କିଛିବର୍ଷ ଧରି ଅନେକ ଲୋକଙ୍କ ଅସନ୍ତୋଷର କାରଣ ହୋଇଥିବା ଘରୋଇ ଅନୁଷ୍ଠାନ ନ୍ୟୁ ଥିଙ୍କିଙ୍ଗ ଫୋରମ ଅନେକ ଆପତ୍ତି ଅଭିଯୋଗ ପରେ ମଧ୍ୟ ଏ ବର୍ଷ ପୁନର୍ବାର ସ୍ବେଛାସେବୀ ସଙ୍ଗଠନ ନ୍ୟୁ ଥିଙ୍କିଙ୍ଗ ଫୋରମ ପକ୍ଷରୁ ଖୋର୍ଦ୍ଧା…

ରେଲଓ୍ୱେ ଆମେଣ୍ଡମେଣ୍ଟ ବିଲ୍-୨୦୨୪ ଉପରେ ଅଭିଭାଷଣ ରଖିଲେ ଅପରାଜିତା ଷଡ଼ଙ୍ଗୀ

" ୧୭୦ ବର୍ଷର ପୁରୁଣା ଏହି ରେଳ ବିଭାଗ କେବଳ ଗମନାଗମନର ଏକ ମାଧ୍ୟମ ହୋଇ ରହିନାହିଁ ,ବରଂ ଦେଶର କୋଣ ଅନୁକୋଣକୁ ସମ୍ପର୍କର ସୂତାରେ ଯୋଡ଼ି ପାରିଛି" ନୂଆଦିଲ୍ଲୀ : ଚଳିତ ଶୀତ ଅଧିବେଶନରେ ସଂସଦରେ ରେଳବିଭାଗର ପ୍ରସ୍ତାବିତ ରେଲଓ୍ୱେ ଆମେଣ୍ଡମେଣ୍ଟ ବିଲ୍-୨୦୨୪ ଉପରେ ନିଜର ଅଭିଭାଷଣ…