ଶୁଭ୍ରାଶୁ ଶେଖର ପଟ୍ଟନାୟକଙ୍କ “ଭ୍ରମରୁ ପ୍ରେମ” ଲୋକାର୍ପଣ
ପାରଳଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଶୁଭ୍ର।ଶୁ ଶେଖରପଟ୍ଟନାୟକଙ୍କ "ଭ୍ରମରୁ ପ୍ରେମ" କବିତା ଗୁଚ୍ଛ ଲୋକାର୍ପିତ ହୋଇଯାଇଛି। ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସଭାପତିତ୍ବ କରିଥିଲାବେଳେ ଆଲୋଚନାରେ ବିଚିତ୍ରାନନ୍ଦ ବେବର୍ତ୍ତା ,…