ହାବିଲଦାର, କନଷ୍ଟେବଳ ମାନଙ୍କୁ ପୂର୍ବ ରୁ ପାଉଥିବା ଏକ ମାସର ଅଧିକ ଦରମା ନୂତନ ବେତନ ହାର ରେ ପ୍ରଦାନ କରାଯିବ

ହାବିଲଦାର, କନଷ୍ଟେବଳ ଓ ସିପାହୀ ମହାସଂଘର ୪୫ ତମ ବାର୍ଷିକ ଉତ୍ସବ ମୋଟର ସାଇକେଲ ଭତ୍ତା ବାବଦରେ ପାଇବେ ଏକ ହଜାର ଟଙ୍କା ପୋଷାକ ଭତ୍ତା ପାଇଁ ମିଳିବ 10 ହଜାର - ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ହାବିଲଦାର, କନଷ୍ଟେବଳ ଓ ସିପାହୀମାନେ ଏଣିକି ପୂର୍ବ ରୁମିଳୁଥିବା ଏକ ମାସ ର…

ବହୁଦିନ ପରେ ପୁଣି ଆରମ୍ଭ ହେଲା ଅଭିଯୋଗ ଶୁଣାଣି

ମୁଖ୍ୟମନ୍ତ୍ରୀ ଶୁଣିଲେ ଅଭିଯୋଗ, ସମାଧାନର ପ୍ରତିଶ୍ରୁତି ଦେଲେ ଦିବ୍ୟାଙ୍ଗମାନଙ୍କ ସମସ୍ୟା ସମାଧାନ ଉପରେ ସର୍ବାଧିକ ଗୁରୁତ୍ୱ ଲୋକଙ୍କ ମୌଳିକ ସମସ୍ୟା ଗୁଡିକୁ ଗୁରୁତ୍ୱ ଦେଇ ତୃଣମୂଳ ସ୍ତରରେ ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ଵର :…

ବିଜେପୁର ବ୍ଲକ ଅନ୍ତର୍ଗତ ପଡା ଗ୍ରାମରେ ଚାରିଦିନ ଧରି ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ

ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପଡା ଗ୍ରାମରେ ଚାରିଦିନ ଧରି ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ପ୍ରଥମଦିନରେ ସମୁଦ୍ର ମନ୍ଥନ  ଅନୁଷ୍ଠିତ ହୋଇଥିଲା l ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ରିତା ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ…

ନିତ୍ୟାନନ୍ଦ ପାଠାଗାରର ଏକାଦଶ ବାର୍ଷିକୀ ମହୋତ୍ସବ

 https://youtu.be/yfiwj6wgSxY ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକରଣ ସାହି ଠାରେ ନିତ୍ୟାନନ୍ଦ ପାଠାଗାରର ଏକାଦଶ ବାର୍ଷିକୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପାଠାଗାରର ସଭାପତି ଗୌରହରି ପଟ୍ଟନାୟକଙ୍କ…

ଜିଲ୍ଲାଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରେ ELEC ତାଲିମ୍ ।

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା): ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ‌ହେଉଛି ଶିକ୍ଷାର ପେଣ୍ଠ ସ୍ଥଳୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏ ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ରାଜନଵରରେ ବୃତ୍ତିଗତ ତାଲିମ ଦିଆଯାଉଛି ଛାତ୍ର ଛାତ୍ରୀ ମାନଙ୍କୁ | ବାମ ପାଶ୍ୱର୍ରେ ଅବସ୍ଥିତ ଚାରୁ ଓ କାରୁକଳା…

ଅସ୍ତରଙ୍ଗ ଥାନାର ନୂତନ କୋଠା ଉଦଘାଟିତ

ଅସ୍ତରଙ୍ଗ :-୧୬/୧୨:-ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାର ନୂତନ କୋଠା ଉଦଘାଟିତ ହୋଇଯାଇଛି। ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟ୍ୟମରେ ସୋମବାର ଅପରାହ୍ନରେ ଉଦଘାଟନ କରିଛନ୍ତି। ଉଦଘାଟନ ସମୟରେ ଆଭାସୀ ମାଧ୍ୟ୍ୟମରେ ଓଡିଶା ଆରକ୍ଷୀ ମହାନିର୍ଦ୍ଧେଶକ ଯୋଗେଶ ବାହାଦୂର…

ଜିଲ୍ଲାପାଳ ଙ୍କ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

--ଜଗତସିଂହପୁର,ତା-୧୬.୧୨.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ…

ଜିଲ୍ଲାସ୍ତରୀୟ ବାଲବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪- ୨୫

ଜଗତସିଂହପୁର,ତା-୧୬.୧୨.୨୦୨୪/ସୁମନ୍ତ କୁମାର ଦାସ: ଜିଲ୍ଲାସ୍ତରୀୟ ବାଲବୈଜ୍ଞାନିକ ବିଜ୍ଞାନ ପ୍ରଦର୍ଶନୀ-୨୦୨୪-୨୫ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜଗତସିଂହପୁର ପରିସରରେ ମାନ୍ୟବର ବିଧାୟକ, ଜଗତସିଂହପୁର ଅମରେନ୍ଦ୍ର ଦାସ ଏବଂ ଜିଲ୍ଲାପାଳ ଜେ. ସୋନାଲଙ୍କ ଦ୍ଵାରା ବିଜ୍ଞାନ ପତାକା…

ଅପେକ୍ଷାର ଅନ୍ତ ଘଟିଲା, ରାସ୍ତା ଦୁଇକଡ଼ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ ।

ନନ୍ଦାହାଣ୍ଡି, ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ: ନନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ ବି ମାଳିଗୁଡ଼ା ଗ୍ରାମ ରେ ରାସ୍ତା ର ପ୍ରଶସ୍ତିକରଣ ଓ ନାଳ ଅବରୋଧ କୁ ହଟେଇବା ନିମନ୍ତେ ଆଜି ପ୍ରଶାସନ ଦ୍ବାରା ରାସ୍ତା କୋଡ ରେ ଥିବା ଜବର ଦଖଲ କୁ ଉଚ୍ଛେଦ କରାଯାଇଅଛି। ବହୁତ ଦିନରୁ ମାଳିଗୁଡ଼ା…

ଓଲଟିଲା ସ୍ନାକ୍ସ ବୋଝେଇ ଟ୍ରକ୍

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଡ଼୍ରାଇଭରର ଆଖି ଲାଖି ଯିବାରୁ ଏକ ସ୍ନାକ୍ସ ବୋଝେଇ ଟ୍ରକ୍ ରାସ୍ତା ପାର୍ଶ୍ଵ ଜମିକୁ ଓଲଟି ପଡିଛି I ସୂଚନା ପ୍ରକାରେ ଏକ ଟ୍ରକ୍ ମହାରାଷ୍ଟ୍ରର ନାଗପୁରରୁ ହଳଦୀରାମ୍ କମ୍ପାନିର ସ୍ନାକ୍ସ ଧରି ରବିବାର ରାତିରେ ବ୍ରହ୍ମପୁର ଅଭିମୁଖେ ଯାଉଥିଲା I ରାତି 10 ଟା…