ପୋଖରୀ ରେ ବୁଡି ଜଣେ ବ୍ୟକ୍ତି ମୃତ
ବଲାଙ୍ଗିର -୧୪/୩( ହେମସାଗର ସାହୁ) :ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ରେଙ୍ଗାଲୀ ପଞ୍ଚାୟତ ଅନ୍ତର୍ଗତ ବରତିଆ ଗ୍ରାମରେ ପୋଖରୀ ପାଣିରେ ବୁଡିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣକ ବରତିଆ ଗ୍ରାମର ଯାଦବ ପୁଟେଲ (୫୫) ପିତା ଦୁତିଆ ପଟେଲ ବୋଲି…