ଭଞ୍ଜନଗର ରେ ସଡକ ସୁରକ୍ଷା ସଚେତନତା ମାସ ପାଳନ ନିମନ୍ତେ ବୈଠକ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ସାରା ଦେଶ ପାଳନ କରୁଛି ସଡ଼କ ସୁରକ୍ଷା ମାସ। ପୂର୍ବେ ଏକ ସପ୍ତାହ ବ୍ୟାପୀ ସଡ଼କ ସୁରକ୍ଷା ସପ୍ତାହ ସଚେତନତା କାର୍ଯ୍ୟକ୍ରମ ପାଳନ ହେଉଥିଲା। କିନ୍ତୁ ଭାରତ ନିର୍ଦ୍ଦେଶକ୍ରମେ ମଟର ଯାନ ଦୁର୍ଘଟଣା ର ଭୟାବହତା କୁ ଦୃଷ୍ଟିରେ ରଖି ଏହାକୁ ଏବେ ଏକ ମାସ ପାଳନ…