ହିନ୍ଦୁ ସଂଗଠନ ତରଫରୁ ସଚେତନତା ରେଲି

ବିଜେପୁର :-ଆସନ୍ତା କାଲି ବିଜେପୁର ଠାରେ ଧୁମ୍ ଧାମ ରେ ପାଳିତ ହେବ ରାଷ୍ଟ୍ରୀୟ ନବବର୍ଷ l ଏନେଇ ଆଜି ବିଜେପୁର ହିନ୍ଦୁ ସଂଗଠନ ତରଫରୁ ଏକ ସଚେତନତା ରେଲି ବିଜେପୁର ଶିଶୁ ମନ୍ଦିର ଠାରୁ ବାହାରି ଗ୍ରାମ ପରିକ୍ରମା କରିଥିଲା ଏପରିକି ସଙ୍ଗଠନ ର ସଦସ୍ୟ ମାନେ ରାଷ୍ଟ୍ରୀୟ ନବବର୍ଷ ର ଅଭିନନ୍ଦନ…

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ପ୍ରଥମ ଗ୍ରସ୍ତ କୁ ନେଇ ବିଜେପି ର ସାମ୍ବାଦିକ ସମ୍ମିଳନୀ

ଭବାନୀପାଟଣା : ରୋହିତ କୁମାର ନାଏକ l(ଶାସକ ପ୍ରଶାସକ): ସ୍ଥାନୀୟ ହୋଟେଲ ମିଡ଼ିଟାଉନ ରେ କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀ ର ମୁଖ୍ୟ ଉଦେଶ୍ୟ, ସମାଜର ଦୁର୍ବଳ ବର୍ଗର ଲୋକମାନଙ୍କୁ ପକ୍କାଘର ଯୋଗାଇ ଦେଇ ସେମାନଙ୍କ ଜୀବନ ଧାରଣର…

ନର୍ଲା ବାର ଆସୋସିଏସନର ନିର୍ବାଚନ

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ନର୍ଲା ବାର ଆସୋସିଏସନର ନିର୍ବାଚନ ଶନିବାର ଦିନ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଛି। ନିର୍ବାଚନରେ ନୂଆ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, ଲାଇବ୍ରେରୀ ସମ୍ପାଦକ ଓ କୋଷାଧ୍ୟକ୍ଷ ନିର୍ବାଚିତ…

ଅବ୍ୟବସ୍ଥାରେ ବୋରପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,୧ କୋଠରୀରେ ୮ ଶ୍ରେଣୀ.

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ପଞ୍ଚାୟତ ଅନ୍ତର୍ଗତ ବୋରପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୬୬ ମସିହାରେ ସ୍ଥାପନ ହୋଇଥିବାବେଳେ ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯୫ଜଣ ଛାତଛାତ୍ରୀ ଅଧ୍ୟୟନ…

ଛେଲିଆମାଲ ଉ ପ୍ରା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ।

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଛେଲିଆମାଳ ଉ ପ୍ରା ବିଦ୍ୟାଳୟରେ ଶୁକ୍ରବାର ଦିନ ବାର୍ଷିକ ଉତ୍ସବ, ଆମ ଖେଳଣା ଆମ ସଂସ୍କୃତି, ବିଜ୍ଞାନ ଓ ଗଣିତ ମେଳା କାର୍ଯ୍ୟକ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରିତା ନାଗ ଙ୍କ…

ଡୁଙ୍ଗୁରିପାଲି ଓକିଲ ସଂଘ କର୍ମକର୍ତା ନିର୍ବାଚନ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ଆଜି ସକାଳ ୭ ଟା ୩୦ ମିନିଟରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ସ୍ଥାନୀୟ ଓକିଲ ସଂଘର କାର୍ଯ୍ୟକର୍ତା ନିର୍ବାଚନ ଶୃଙ୍ଖଳିତ ବିଧ ବ୍ୟବସ୍ଥା ଅନୁଯାୟୀ ସଂପନ୍ନ ହୋଇଛି ।ଏଥିରେ ବରିଷ୍ଠ ଓକିଲ ଜୟପ୍ରକାଶ ନନ୍ଦ ମୁଖ୍ୟ ନିର୍ବାଚନ ଅଧିକାରୀ ରହିଥିବେ…

ସୁନାପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ କିଶୋରୀ ବାଳିକା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ଆଜି ପୂର୍ବାହ୍ନ ପ୍ରାୟ ୧୦ ଟା ୩୦ମିନିଟ ସମୟରେ ଡୁଙ୍ଗୁରିପାଲି ବ୍ଳକ ସୁନାପାଲି ପଂଚାୟତ ସୁନାପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦ୍ବିଦିବସୀୟ କିଶୋରୀ ବାଳିକାଙ୍କ ସକାଶେ ଉଦ୍ଧିଷ୍ଟ ଯୋଗ ଓ ଧାନ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି…

ଭଞ୍ଜନଗର ରେ ବ୍ଲକସ୍ତରୀୟ ଆମ କୁନି ପିଲା ତାଲିମ ଶିବିର ଉଦଯାପିତ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ବ୍ଲକ ସମନ୍ବିତ ଶିଶୁ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ କଲ୍ୟାଣମଣ୍ଡପ ଠାରେ ବ୍ଲକର ଅଙ୍ଗନବାଡି କର୍ମୀ ମାନଙ୍କୁ ନେଇ ଚାଲିଥିବା ତିନିଦିନିଆ ଆମ କୁନି ପିଲା ତାଲିମ କାର୍ଯ୍ୟକ୍ରମ ଆଜି ଶନିବାର ମାର୍ଚ୍ଚ ମାସ ୨୯ ତାରିଖ ୨୦୨୫ ଦିନ ଉଦଯାପିତ…

ଭଞ୍ଜନଗର ରେ “ଶ୍ରୀଶ୍ରୀଶ୍ରୀ ରଘୁନାଥ ସ୍ଵାମୀ ହନୁମାନ ଜୟନ୍ତୀ ସ୍ଵେଚ୍ଛାସେବୀ ସଂଘ” ଗଠନ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଥିବା ପବିତ୍ର ଲୋହରାଖଣ୍ଡି ନଦୀ ପାଖରେ ଥିବା ଶ୍ରୀଶ୍ରୀଶ୍ରୀ ରଘୁନାଥ ଜିଉ ମନ୍ଦିର ପ୍ରାଙ୍ଗଣରେ ଆଜି ମାର୍ଚ୍ଚ ମାସ ଶନିବାର ୨୯ ତାରିଖ ୨୦୨୫ ଦିନ ଜୟଶ୍ରୀ ହନୁମାନ ସ୍ଵେଚ୍ଛାସେବୀ ସଂଘ ଭଞ୍ଜନଗର ଏବଂ ହନୁମାନ ଜୟନ୍ତୀ…

ପାଇକମାଳ ହାଇସ୍କୁଲ ରେ ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ।

ପାଇକମାଳ :- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ବାର୍ଷିକ ପରୀକ୍ଷା ଫଳ ପ୍ରଧାନ ଶିକ୍ଷକ ଡଃ ଦ୍ଵାଦଶ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଘୋଷିତ ହୋଇ ଯାଇଛି। ଉନ୍ନୟନ କମିଟି ,ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତି ରେ ବାର୍ଷିକ ପରୀକ୍ଷା ଫଳ ଘୋଷଣା…