୫ଜି ଡାଉନଲୋଡ୍ ସ୍ପିଡ୍ରେ ଜିଓ ସବୁଠାରୁ ଦ୍ରୁତତମ: ଓକଲା ରିପୋର୍ଟ
- ଜିଓର ହାରାହାରି ୫ଜି ଡାଉନଲୋଡ୍ ସ୍ପିଡ୍ ୨୫୮ ଏମବିପିଏସ
- ୨୦୫ ଏମବିପିଏସ ହାରାହାରି ୫ଜି ଡାଉନଲୋଡ୍ ସ୍ପିଡ୍ ସହିତ ଏୟାରଟେଲ୍ ଦ୍ୱିତୀୟ ସ୍ଥାନରେ
ନୂଆଦିଲ୍ଲୀ, ୨ ଏପ୍ରିଲ୍, ୨୦୨୫: ରିଲାଏନ୍ସ ଜିଓ ପୁଣିଥରେ ୫ଜି ଡାଉନଲୋଡ୍ ସ୍ପିଡ୍ ଦୌଡ଼ରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ…