ଉଚ୍ଚପ୍ରାଥମିକ ବିଦ୍ୟାଳୟ ପୋଡ଼ାପାଡ଼ି ର ପ୍ରବେଶ ଉତ୍ସବ ପାଳିତ ହେଇଯାଇଛି

0 1

                 
କାଶୀପୁର ରୁ ବୈକୁଣ୍ଠ ଦୁରିଆ :- ରାୟଗଡା ଜ଼ିଲ୍ଲା  କାଶୀପୁର ବ୍ଲକ ଅନ୍ତର୍ଗତ ପୋଡ଼ାପାଡ଼ି ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୋଡ଼ାପାଡ଼ି ଠାରେ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି l ଉକ୍ତ ପରିପେକ୍ଷୀରେ ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ପ୍ରାଥମିକ ବିଦ୍ୟାଳୟ ପୋଡାପାଡ଼ି  ଆସି ପୂଜାର୍ଚନା କରି ଶ୍ରୀ ଗଜାନନ ଓ ମା ସରସ୍ବତୀ ଙ୍କ ଆଶୀର୍ବାଦ ଗ୍ରହଣ କରି  ଛାତ୍ରଛାତ୍ରୀ ଙ୍କ ପାଇଁ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ l ତାପରେ ବିଦ୍ୟାଳୟ କୁ  ଶିକ୍ଷକ ଓ ଶିକ୍ଷୟତ୍ରୀମାନେ  ଛାତ୍ର ଛାତ୍ରୀ ଙ୍କୁ  ସ୍ୱାଗତ କଲେ ଓ ପରେ ବିଦ୍ୟାଳୟ କାର୍ଯ୍ୟକ୍ରମ ଆରମ୍ଭ କରାଗଲା ଓ ଶିଶୁ ମାନଙ୍କ କେମିତି ଉଜ୍ୱଳ ଭବିଷ୍ୟତ ଉଜ୍ୱଳ ହେବ ସେ ନେଇ ଏକ ବୈଠକ ଆୟୋଜନ ହେଇଥିଲା, ମୁଖ୍ୟ ଅତିଥି ଅଭିମନ୍ୟୁ ବେହେରା ଏବଂ ପ୍ରଧାନ ଶିକ୍ଷକ ରମାକାନ୍ତ ପାଇକରାଇ ଏବଂ ଶିକ୍ଷକ ଲଷ୍ମୀ ନାରାୟଣ ମହନ୍ତ, ଗୋବିନ୍ଦ ଝୋଡ଼ିଆ, ଶିକ୍ଷୟତ୍ରୀ ସଞ୍ଜୁତା ପ୍ରଧାନୀ,
ସୁପ୍ରିୟା ମଲ୍ଲିକ ଓ ସଭାପତି ତ୍ରିଲୋଚନ ଦୁରିଆ, ଏବଂ କୁନି ଦୁରିଆ, ଶଶୀ ମାଝୀ ଙ୍କ ସହ ଅଭାବାବକ ଉପସ୍ଥିତ ଥିଲେ

Leave A Reply

Your email address will not be published.