ଆମ୍ବପୁଆ ପ୍ରାଥମିକ ବିଦ୍ୟାଳୟ ରେ ଦ୍ଵିତୀୟ କ୍ଲଷ୍ଟର୍ ସ୍ତରୀୟ ବୈଠକ
ବେଳଗୁଣ୍ଠା-:୧/୮-(ଶିବରାମ ଚୌଧୁରୀ )-ଗାଙ୍ଗପୁର ଥାନା ଅର୍ନ୍ତଗତ ବାଙ୍ଗରଡ଼ା ପଞ୍ଚାୟତ ଆମ୍ବପୁଆ ପ୍ରାଥମିକ ବିଦ୍ୟାଳୟରେ ଏହି ଶିକ୍ଷାବର୍ଷର ଦ୍ୱିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସିଆରସିସି ରଞ୍ଜିତା ପାତ୍ର ଙ୍କ ଅଧ୍ୟକ୍ଷତାରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯକ୍ରମ ର ଶୁଭାରମ୍ଭ!-->!-->!-->…