ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ରାଲି

 ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଅଛି।ଏହି ଅବସରରେ ବିଶ୍ଵବିଦ୍ୟାଳୟର କୁଳପତି ଡ ଏ ଭି ଏନ ଏଲ ଶର୍ମା ଯୋଗ ଦେଇ ସଡକ ସୁରକ୍ଷା…

୨୭ତମ କଳାହାଣ୍ଡି ଉତ୍ସବ-ଘୁମୁରା: ବେଦାନ୍ତ ଲାଞ୍ଜିଗଡ଼ ଷ୍ଟଲରେ ବିକାଶ ମୂଳକ କାର୍ଯ୍ୟକ୍ରମ ପ୍ରଦର୍ଶିତ

କଳାହାଣ୍ଡି, ୧୬/୦୧/୨୦୨୫ : ଚାରି ଦିନ ଧରି ଚାଲିଥିବା ୨୭ତମ କଳାହାଣ୍ଡି ଉତ୍ସବ- ଘୁମୁରା ୨୦୨୫ ପାଳନ ଅବସରରେ ଭାରତର ଅଗ୍ରଣୀ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମର ସହାୟକ ସଂସ୍ଥା ବେଦାନ୍ତ ଲାଞ୍ଜିଗଡ଼ ଏହାର ଷ୍ଟଲରେ କମ୍ପାନି ଏହି ଅଞ୍ଚଳରେ ଚଳାଇଥିବା ପରିବର୍ତନଶୀଳ ଗୋଷ୍ଠୀ ବିକାଶ…

ଲିଟିଲ୍ ଷ୍ଟାର ଏବଂ ପ୍ଲେ ସ୍କୁଲ ରେ ପାଳିତ ହେଲା ପ୍ରଥମ ବାର୍ଷିକ ଉତ୍ସବ ।

ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ସ୍ଥିତ ଲିଟିଲ୍ ଷ୍ଟାର ଏବଂ ପ୍ଲେ ଓ ଆର୍ଟ ଏବଂ ଡେନ୍ସ ସ୍କୁଲ ରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ବାର୍ଷିକ ଉତ୍ସବ । ସ୍କୁଲର ପ୍ରତିଷ୍ଠାତା କାଶୀନାଥ ଭଦ୍ର ଏବଂ ମାଳତୀ ଭଦ୍ର ଉପସ୍ଥିତ ଥିବା ବେଳେ କାଶୀନାଥ ଭଦ୍ରଙ୍କ…

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଵୟାଳିଶତମ ବାର୍ଷିକୋତ୍ସବ ।

(ଶାସକପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା) : ସ୍ଥାନୀୟ ଖଲ୍ଲିକୋଟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ମହାଆଡମ୍ବରରେ ବାର୍ଷିକୋତ୍ସବ ପାଳିତ ହୋଇ ଯାଇଅଛି।ଏଅଵସରରେ ସକାଳ ୬ , ଘଣ୍ଟା ରୁ ୬.୩୦ ପବିତ୍ର ସମାଧି ସାନ୍ନିଧ୍ୟରେ ସମୂହ ଧ୍ୟାନ । ୧୦.୦୦ଘଣ୍ଟାରେ ଭାରତର ଆଧ୍ୟାତ୍ମିକ…

ଗୁଦେରପାଲି ସ୍କୁଲର ଶତବାର୍ଷିକୀ ସମାରୋହ ଉଦ୍‌ଯାପିତ

https://youtu.be/vnNk_hcOXyU ଗାଈସିଲାଟ :-ଗାଈସିଲାଟ ବ୍ଲକ୍‌ ଅନ୍ତର୍ଗତ ଗୁଦେରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଅବସରପ୍ରାପ୍ତ ଅଧ୍ୟାପକ ତୀର୍ଥବାସୀ ଦେବତାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି…

ଶିଶୁ କଳାକାରଙ୍କ ପାଦର ତାଳେ ତାଳେ ଦୁଲୁକିଲା ପାରବା ମଞ୍ଚ

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ): ମଞ୍ଚରେ ଶତାଧିକ ଶିଶୁ କଳାକାର। ଏକୁ ଆରେକ ବଳି ଦମଦାର ପ୍ରଦର୍ଶନ। ଭରପୁର ଦର୍ଶକ, ବିଭୋର ସମସ୍ତେ। ଏଭଳି ଆଜି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶିଶୁ ବିଚିତ୍ରା ବିଳମ୍ବିତ ରାତିଯାଏଁ ପାରବା ମଞ୍ଚରେ ହଜାର ହଜାର ଦର୍ଶକଙ୍କୁ…

କଳାହାଣ୍ଡି ଉତ୍ସବ ସାରା ଦେଶରେ ସର୍ବୋତ୍ତମ ମହୋତ୍ସବର ମାନ୍ୟତା ପାଇବ

କଳାହାଣ୍ଡିର ସାହିତ୍ୟ, ସଂସ୍କୃତି ଓ ଇତିହାସ ସାରା ବିଶ୍ୱକୁ ବାଟ ଦେଖାଏ କଳାହାଣ୍ଡି କେବଳ ଖଣି ନୁହେଁ ଖାଦ୍ୟଶସ୍ୟର ବି ଖାଦାନ ୨୦୩୬ରେ ସଂପୂର୍ଣ୍ଣ ବିକଶିତ ଜିଲ୍ଲା ହେବ କଳାହାଣ୍ଡି ସମସ୍ତଙ୍କ ସହଭାଗିତା ଜିଲ୍ଲାକୁ ବିକାଶର ଶୀର୍ଷରେ ପହଞ୍ଚାଇବ…

୮୦ ବର୍ଷ ରୁ ଉର୍ଦ୍ଧ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ବିତରଣ ।

ଭବାନୀପାଟନା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ଆଜି ଜନସେବା ଦିବସ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ 80 ବର୍ଷ ରୁ ଉର୍ଦ୍ଧ ଏବଂ 80 ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀ ଙ୍କୁ ଭତ୍ତା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇ ଯାଇ ଅଛି | ଉକ୍ତ ସମାରୋହ ରେ ମୁଖ୍ୟ ଅତିଥି ଭାବେ…

ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ ଓ ଜନସେବା ଦିବସ

https://youtu.be/cdepWzKkJKw ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଗଜପତି ଦ୍ଵାରା ଆଜି ଜିଲ୍ଲା ସ୍ତରୀୟ ବର୍ଦ୍ଧିତ ଭତ୍ତା ବଣ୍ଟନ ସମାରୋହ ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।…

କଳାହାଣ୍ଡି ଉତ୍ସବ ଅବସରରେ ମହିଳାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା

ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଲା ମହିଳାଙ୍କ ବୈଶାଖୀ ନୃତ୍ୟ ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) ୨୭ତମ କଳାହାଣ୍ଡି ଉତ୍ସବ ଅବସରରେ ମହିଳା ଉପ ସମିତି ଦ୍ୱାରା ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଆରପିଏଫ ୬୪…