ନାଉଖାଲ ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ,

ବହୁ କାର ଏବଂ ବାଇକ ସହିତ ନଗଦ ଟଙ୍କା ଓ ୨୦ରୁ ଉର୍ଦ୍ଧ୍ବ ଜୁଆଡ଼ି ଗିରଫ ଓଡଗାଁ,୧୯।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ରୋହିବାଙ୍କ ପଂଚାୟତ ନାଉଖାଲ ନିକଟରେ ଚାଲିଥିବା ଏକ ଚର୍ଚ୍ଚିତ ଜୁଆ ଆଡ୍ଡା ଉପରେ ରବିବାର ପୋଲିସ ତରଫରୁ ଚଢ଼ାଉ ହୋଇଥିବା ଜଣାଯାଇଛି ।…

୨୨ରୁ ୬ଷ୍ଠ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଓଡ଼ଗାଁ କପ୍ ୨୦୨୫

ଓଡ଼ଗାଁ, ୧୯।୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଫୁଟବଲ ଆସୋସିଏସନ୍ ଦ୍ବାରା ଆୟୋଜିତ ୬ଷ୍ଠ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଓଡ଼ଗାଁ କପ୍ ୨୦୨୫ ଚଳିତ ମାସ ୨୨ ତାରିଖରୁ ସ୍ଥାନୀୟ ମିନିଷ୍ଟାଡିୟମ ପରିସରରେ ଆରମ୍ଭ ହେବ । ଏହି ଟୁନ୍ନାମେଣ୍ଟରେ ଜଗା ୟୁନାଇଟେଡ଼…

ଡାବୁଗାଁ ରେ ମାଘ ମଣ୍ଡେଇ ନିମନ୍ତେ ପ୍ରସ୍ତୁତି ବୈଠକ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୯/୦୧/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ମାଘ ମଣ୍ଡେଇ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଭୈରବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ପାରି ଚଳିତ ବର୍ଷ ମଧ୍ୟ ମାଘ ମଣ୍ଡେଇ କୁ ଶାନ୍ତି ଶୃଙ୍ଖଳା ର ସହ ପାଳନ କରିବାକୁ…

ବନବିଭାଗ ର ଚଢ଼ାଉ, ପିକ ଅପ୍ ଗାଡ଼ି ସହ ଖଇର କାଠ ଜବତ

ଖପ୍ରାଖୋଲ ୧୯/୧(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ବନବିଭାଗ ରେଞ୍ଜ ତରଫରୁ ଶନିବାର ବିଳମ୍ବିତ ରାତିରେ ପେଟ୍ରୋଲିଂ କାଲାବେଲେ ବଡ ଗୁର୍ଜିଭଟା ଘୁନସର ରାସ୍ତାରେ ଖଇର କାଠ ବୋଝେଇ ଏକ ପିକ୍ ଅପ୍ ଗାଡ଼ି ଜବତ କରିଥିବା ବନବିଭାଗ ସୂଚନା ଦେଇଛି। ବନବିଭାଗ ର ଚଢ଼ାଉ…

ମାଁ ବାସଙ୍ଗ ପୀଠରେ ବେଲଗୁଣ୍ଠା ବିଜେଡିର ସାଙ୍ଗଠନିକ ବୈଠକ ।

ବେଲଗୁଣ୍ଠା:-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବିଜେଡିର ଏକ ସାଙ୍ଗଠନିକ ବୈଠକ ମାଁ ବାସଙ୍ଗ ପୀଠରେ ଆୟୋଜିତ ହୋଇ ଯାଇଛି ।ବଡବୋର୍ ସିଂ ସରପଞ୍ଚ ତଥା ବ୍ଳକ ବିଜେଡି ସଭାପତି ଏସ .ରାମେଶ୍ୱର ପାତ୍ରଙ୍କ ସଭାପତିତ୍ବରେ ହୋଇଥିବା ଏହି ବୈଠକରେ ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ଜନ…

ସ୍ଵାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ ରୌପ୍ୟ ଜୟନ୍ତୀ ପାଳିତ

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )- ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ ଅନୁଷ୍ଠାନ ର ସଭାପତି ମାଧବ ଚନ୍ଦ୍ର ଆପଟ ଙ୍କ ସଭାପତିତ୍ବ ରେ 25 ତମ ବାର୍ଷିକ ଉତ୍ସବ ତଥା ରୌପ୍ୟ ଜୟନ୍ତୀ ପାଳନ ହୋଇ ଯାଇଅଛି। ମୁଖ୍ୟ ଅତିଥି ଙ୍କ ସହ ସମସ୍ତ ଅତିଥି ଦୀପ ପ୍ରଜ୍ବଳନ କରିଥିଲେ। ଅନୁଷ୍ଠାନ ର…

ବନ ମହୋତ୍ସବ କାର୍ଯ୍ୟ କ୍ରମ ଅନୁଷ୍ଠିତ

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ଆରୁହା ସତସଙ୍ଗ ଉପଯୋଜନା କେନ୍ଦ୍ର ରେ ନବ ଭାରତ ଚାରି ଟେବୁଲ୍ ଟ୍ରଷ୍ଟ ପକ୍ଷରୁ ବନ ମହୋତ୍ସବ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ବିଭିନ୍ନ କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଛି। ଅନୁଷ୍ଟିତ ସମ୍ବର୍ଦ୍ଧନା ସଭା…

ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ୯୯ ତମ ଜୟନ୍ତୀ-୨୦୨୫ ପାଳିତ

ବିଜେପୁର :-ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ବ୍ଲକ ସ୍ଥିତ ସମଲେଇପଦର ଠାରେ ଥିବା ପାର୍ବତୀ ଗିରି ବୃଦ୍ଧା ଶ୍ରମ ଠାରେ ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ୯୯ ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ତତ ସଙ୍ଗେସଙ୍ଗେ ବହୁ ଘାତ ପ୍ରତିଘାତ ମଧ୍ୟରେ ସଂଘର୍ଷ ମୟ ଭାବେ ଶ୍ରୀମାନ…

ଉଚ୍ଚପ୍ରାଥମିକ ବିଦ୍ୟାଳୟ ଗଜବନ୍ଧ ରେ ରାଣୀ ଲକ୍ଷ୍ମୀବାଈ ଆତ୍ମସୁରକ୍ଷା ତାଲିମ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି l ପ୍ରଧାନଶିକ୍ଷକ ହାରାଧନ ବେରିଆ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ଗୋଷ୍ଠୀ…

ଚନ୍ଦଳୀ ରେ କ୍ଲଷ୍ଟର ସ୍ତରୀୟ ଅଷ୍ଟମ ମାସିକ ବୈଠକ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚନ୍ଦଳୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ରାମପୁର କ୍ଲଷ୍ଟର ସ୍ତରୀୟ ଅଷ୍ଟମ ମାସିକ ବୈଠକ ଆୟୋଜିତ ହୋଇଯାଇଛି l ପ୍ରଧାନଶିକ୍ଷକ ପ୍ରେମରାଜ ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ…