ମହିଳା ସ୍ବାସ୍ଥ୍ୟ କର୍ମୀଙ୍କୁ ଅସଦାଚରଣ ଅଭିଯୋଗ : କାର୍ଯ୍ଯରୁ ନିଲମ୍ୱିତ
ସୋହେଲା :-ବରଗଡ ଜିଲ୍ଲା ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନୂତନ ମହିଳା ସ୍ବାସ୍ଥ୍ୟ କର୍ମୀ ଭାବେ ଯୋଗ ଦେଇ ଥିବା ଏଗାର ଜଣ ଏଏନଏମ ଙ୍କ ଦରମା ସମ୍ବନ୍ଧୀୟ କାଗଜାତ ଅପଡେଟ କରିବା ପାଇଁ ମୋଟା ଅଙ୍କର ଲାଞ୍ଚ ମାଗିବା ଏବଂ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ସୋହେଲା ଗୋଷ୍ଠୀ…