ନୂଆପଡ଼ା ସହରର ପ୍ରଥମ ସ୍ଵୟଂ ଚାଳିତ ଟ୍ରାଫିକ୍ ନିୟନ୍ତ୍ରଣ ସିଗ୍ନାଲ ପଏଣ୍ଟ ଏକତା ଛକରେ ଉଦ୍ଘାଟିତ
ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡ଼ା ସହରର ବହୁ ପ୍ରତୀକ୍ଷିତ ପ୍ରଥମ ସ୍ଵୟଂ ଚାଳିତ ଟ୍ରାଫିକ୍ ନିୟନ୍ତ୍ରଣ ସିଗ୍ନାଲ ପଏଣ୍ଟ ଏକତା ଛକରେ ଉଦ୍ଘାଟିତ ହୋଇଯାଇଛି l ଏହି ସମାରୋହରେ ମାନ୍ୟବର ବିଧାୟକ ନୂଆପଡ଼ା ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲାପାଳ…